Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରୀ ଜମିରେ ଘର, ଜବରଦଖଲ ଉଚ୍ଚେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ବେଆଈନ ଜାଗାକୁ ମାଡି ବସିଥିବାକୁ ଉଚ୍ଚେଦ କରିଛି। ବିମାନବନ୍ଦର ଥାନା ଅଧୀନ ଅନନ୍ତବିହାର ଫେଜ୍-୩ ବିଡିଏ ହାଉସିଂ ପ୍ରୋଜେକ୍ଟରେ ଥିବା ୫ ହଜାର ବର୍ଗଫୁଟ୍ ସରକାରୀ ଜମିକୁ ବୁଧବାର ବିଡିଏର…

ଚନ୍ଦ୍ରଯାନ-୩ ସଫଳ ଅବତରଣ: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ସଫଳ ଚନ୍ଦ୍ର ଅଭିଯାନ ପରେ ଇତିହାସ ରଚିଲା ଭାରତ। ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

୨୩ ବର୍ଷର ସ୍ଥାୟୀ ବିଜେଡି ସରକାର ଓଡ଼ିଶାକୁ ଦାରିଦ୍ର୍ୟ ମୁକ୍ତ କରିପାରିଲା ନାହିଁ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୀର୍ଘ ୨୩ବର୍ଷର ଗୋଟିଏ ସ୍ଥାୟୀ ସରକାର ସତ୍ତ୍ୱେ ଯଦି ଓଡିଶା ଦାରିଦ୍ର‌୍ୟ ମୁକ୍ତ ହୋଇପାରିଲାନାହିଁ ଓ ଓଡ଼ିଶାରେ ଭାରତର ସବୁଠାରୁ ଅଧିକ ବଞ୍ଚିତ ଜନସାଧାରଣ ବସବାସ କଲେ ତାହା ଠାରୁ ଦୁର୍ଭାଗ୍ୟଜନକ ଜିନିଷ ଆଉ କ’ଣ ଥାଇପାରେ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।…

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ…

ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି  ଉପରେ ବର୍ଷିଲା କଂଗ୍ରେସ ।  ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି ।  ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି। ବିଜେପି ବି ବିଜେଡି ସହ…

ସ୍ୱାଧୀନତା ସଂଗ୍ରାମୀଙ୍କ ଅପଢା ପୃଷ୍ଠା: ଦିନେ ବ୍ରିଟିଶ ଗୁଳିରୁ ବଞ୍ଚିବା ପାଇଁ ଡେଇଁ ପଡ଼ିଥିଲେ ଭରାନଦୀକୁ

ନବରଙ୍ଗପୁର:ରାତି ପାହିଲେ ଅଗଷ୍ଟ ୨୪ । ସେଇ ମାସ ସେଇ ତାରିଖ  । ଏ ମାସ ବାର ମନେ ପଡିଗଲେ  ଗାଁ ଲୋକଙ୍କ ଛାତି ଭିତରଟା କୋରି ହୋଇଯାଏ । ଅଜଣା କୋହ ସେମାନଙ୍କ ନିଃଶ୍ୱାସ ରୁନ୍ଧିଦିଏ । ଏହି ସହିଦ ସ୍ତମ୍ଭ ସେମାନଙ୍କ ବୀରତ୍ୱର କାହାଣୀ କହେ । ଗାଁ ମୁଣ୍ଡର ତୁରୀ ନଦୀ ବୀର ପୁତ୍ରଙ୍କ…

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…

ପରିବେଶ ପାଇଁ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ଗିଫ୍ଟ୍‍ ଏ ପ୍ଲାଣ୍ଟ୍‍’ ଅନୁଷ୍ଠିତ

ଭୁବନେଶ୍ୱର: ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ବଣ୍ଟନ କରାଯାଉଛି। ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ! ଏଣିକି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିତି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଗକୁ ପର୍ଯ୍ୟଟକମାନେ ଦିନରେ ବୁଲିବା ସହ ରାତିରେ ବି ବୁଲି ପାରିବେ। ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏହି ନୂଆ ବ୍ୟବସ୍ଥା। ଏବେ ସନ୍ଧ୍ୟା…