Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାରଦା ଚିଟଫଣ୍ଡ ଠକେଇ, ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା

ବାଲେଶ୍ୱର: ଚିଟଫଣ୍ଡ କମ୍ପାନୀ 'ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍'ର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଶୁଣାଇଛନ୍ତି ବାଲେଶ୍ବରର ସ୍ୱତନ୍ତ୍ର କୋର୍ଟ। କୋଟି କୋଟି ଟଙ୍କାର ନିବେଶକଙ୍କଠାରୁ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି।…

ଏସସି-ଏସଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଛନ୍ତି…

ବେଆଇନ କଫ ସିରପ କାରବାର, ୩୦ ଔଷଧ ବେପାରୀ ଗିରଫ

ବରଗଡ: ବେଆଇନ କଫ ସିରପ୍ ଚୋରା ଚାଲାଣ କରୁଥିବା ୩୦ ଜଣ ଔଷଧ ବେପାରୀଙ୍କୁ ମଙ୍ଗଳବାର ବରଗଡ଼ ପୁଲିସ କାବୁ କରିଛି।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଏସପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ସମାନ ପରିମାଣରେ ଚଢାଉ କରାଯାଇ ବେଆଇନ କଫ୍ ସିରଫ କରିବାରର…

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ନାୟକ, ଖେଳ ଶିକ୍ଷକ ଗିରଫ, ଏବେ ବି ସନ୍ଦେହ ଘେରରେ ପୋଲିସ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଶେଷରେ ଗିରଫ ହେଲେ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ। ନିକଟରେ ଏହି ମାମଲାରେ ନିଜର ଭୂମିକାକୁ ନେଇ ଶରତ ବିବାଦୀୟ ହୋଇପଡ଼ିବା ପରେ ବିଜେଡି ତାଙ୍କୁ ନିଲମ୍ବନ କରିଛି। ତେବେ ଏହି ମାମାଲାରେ ପୋଲିସର ଭୂମିକା ବିବାଦମୁକ୍ତ ନଥିବା ବେଳେ ଆଜି…

କଟକରେ ଥମୁନି ନକଲି ଖାଦ୍ୟ ସାମଗ୍ରୀ କାରବାର, ଚଢାଉ ବେଳେ ୫ କ୍ବିଣ୍ଟାଲ ମସଲା ଜବତ

କଟକ: ଥମୁନି ଅପମିଶ୍ରତି ଖାଦ୍ୟ ସାମଗ୍ରୀ କାରବାର। ନକଲି ସାମଗ୍ରୀର ହବ ପାଲଟିଗଲାଣି କଟକ। ପୁଣିଥରେ କଟକରୁ ଉଦ୍ଧାର ହୋଇଛି ନକଲି ମସଲା ସାମଗ୍ରୀ। ଯାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅପମିଶ୍ରଣକୁ ରୋକିବା ପାଇଁ କଟକ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଥିବା ବେଳେ ମଙ୍ଗଳବାର କଟକ ମହାନଗର…

କ୍ରେଡିଟ୍ କାର୍ଡ ଜରିଆରେ ଠକୁଥିଲା କୁଖ୍ୟାତ ଠକ, ୩୩ ଲକ୍ଷ ଟଙ୍କା ଲୁଟି ଇଞ୍ଜିନିୟର ଗିରଫ

ଭୁବନେଶ୍ୱର: କ୍ରେଡିଟ୍‌ କାର୍ଡ ଜରିଆରେ ସାଙ୍ଗମାନଙ୍କୁ ଠକୁଥିଲା କୁଖ୍ୟାତ ଠକ। ୩୩ ଲକ୍ଷ ଟଙ୍କା ଚୂନ ଲଗାଇଥିବା କମ୍ପ୍ୟୁଟର ଇଞ୍ଜିନିୟରକୁ ଗିରଫ କଲା କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲା ଯାଜପୁର ବ୍ୟାସନଗର ଅଞ୍ଚଳର ଦୁଷ୍ମନ୍ତ ରାଉତ। ସାଙ୍ଗମାନଙ୍କ କ୍ରେଡିଟ୍‌ କାର୍ଡରୁ ଟଙ୍କା…

ଶ୍ରୀମନ୍ଦିରରେ ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା-ସମୀକ୍ଷା ବୈଠକରେ ନିଷ୍ପତ୍ତି

ପୁରୀ: ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯବ । ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ…

ହେବ କି ଆଗୁଆ ନିର୍ବାଚନ ? ନେତାଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନକୁ ନେଇ ବଢିଲା ରାଜନୈତିକ ତାତି । ରାଜ୍ୟ ବିଧାନସଭା ନର୍ବାଚନ ଆଗୁଆ ହେବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାକୁ ବଳ ଯୋଗାଉଛି ନେତାଙ୍କ ବୟାନ । ଏବେ ତିନି ଦଳର ବିଧାୟକ, ସାଂସଦ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି ଏବଂ ପ୍ରତାପ ଷଡଙ୍ଗୀ ବୟାନ ଜାରି…

ଅଭୟ ପାଠକ ଓ ପୁଅ ଆକାଶ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ବଢ଼ିଲା ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଅଡୁଆ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଖାସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ବିଭାଗ। ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ବି ଚାର୍ଜସିଟ ଦାଖଲ…

ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା ଆରମ୍ଭ, ୧୦ ଲକ୍ଷ ଟଙ୍କା ଋଣ ଉପରେ ୧୦୦% ଅର୍ଥ ଫେରସ୍ତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର୍ ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା।…