Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର : ଜୁଲାଇ ୩ ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) । ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଶନିବାର ଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନଲାଇନ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି, ‘ଆସନ୍ତା ମେ ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଯାହା ମଧ୍ୟରେ…

ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍‌ ଶୋ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ରିୟ ବିଜେପି ନେତା । ଚଳିତ ନିର୍ବାଚନରେ ମୋଦିଙ୍କ ଫୋକସ୍ ରହିଛି ଓଡ଼ିଶା ଉପରେ ।ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନ ପ୍ରଚାର ଲାଗି ତୃତୀୟଥର ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା…

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

ଗଞ୍ଜାମ: ‘ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ । ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଗଞ୍ଜାମ ମନିଟରିଂ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତାଙ୍କ ଉପରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।ଖଲ୍ଲିକୋଟ ନିର୍ବାଚନ ପୂର୍ବ ହିଂସାକୁ ଆଖିରେ ରଖି ଶୂନ୍ୟ…

ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଗଞ୍ଜାମ :ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ନିର୍ବାଚନ ପାଇଁ ରାସ୍ତାରେ ଯାନବାହନ ଚେକିଂ କରୁଛି ପୋଲିସ  ।ଗତକାଲି  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ  ଗାଡି ଚେକିଂ କରୁଥିଲା ପୋଲିସ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଟକାଇବା ସହ ଚେକିଂ…

ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !

ବଲାଙ୍ଗୀର:ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ  ଏକ ହୋଟେଲୁ ମିଳିଛି ମୃତଦେହ  । ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ  । ମୃତକ ସୋନପୁର ରିଜର୍ଭ ପୋଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି। ସୋନପୁର ରିଜର୍ଭ ପୋଲିସ କନଷ୍ଟେବଳ ଶଙ୍କରଭାନୁଙ୍କୁ ହତ୍ୟା…

ବିଶାଳ ଦାସଙ୍କ ପିଏଙ୍କ ଘରେ ଆଇଟି ଟିମର ଛାନଭିନ୍

ଝାରସୁଗୁଡା: ବିଶାଳ ଦାସଙ୍କ ପିଏଙ୍କ ଘରେ ଆୟକର ବିଭାଗର ଚଢାଉ । ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏଙ୍କ ଘରେ ଆଜି ଚଢ଼ାଉ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ପିଏ ବା ବ୍ୟକ୍ତିଗତ ସହକାରୀ ଆଶିଷ…

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ବର । ଦିନ ସାଢେ ୮ ଟା ସୁଦ୍ଧା ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା ।  ବାୟୁମଣ୍ଡଳରେ ଆର୍ଦ୍ରତା ୬୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ମଧ୍ୟ ଅନୁଭୂତ ହେଉଛି । ରାଜ୍ୟରେ ପୁଣି ଫେରିଛି ଗ୍ରୀଷ୍ମ ପ୍ରବହ । ଆଜି ସକାଳୁ ସକାଳୁ ଦିନ ସାଢେ…

ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲା ୫ ଜୀବନ

କଳାହାଣ୍ଡି: ଗାଇକୁ ଧକ୍କା ଦେଇ ମାର୍କେଟ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ…

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଜେରା କରିଛି ଆୟକର ବିଭାଗ । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏହି…