Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ,…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଏପରି କଥା

ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସ୍‌ବାର୍ତ୍ତା ଦେଇଛନ୍ତି। ଏହି ଅବସରେ ସେ ଗଣମାଧ୍ୟମ…

ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ ସଂଜୟ ସିଂହ

ଭୁବନେଶ୍ୱର: ଭିଆର୍‌ଏସ୍‌ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ସଂଜୟ ସିଂହ। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଂଜୟ ସିଂହଙ୍କୁ ସ୍ୱେଚ୍ଛାକୃତ ଅବସର ଅନୁମତି ମିଳିଛି। ସଂଜୟଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ…

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେଡି ନେତ୍ରୀ ମନୋରମା ଆଚାର୍ଯ୍ୟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ…

ବିଜେପିର ସଂକଳ୍ପ ପତ୍ର କେବଳ ପ୍ରତାରଣା ପତ୍ର, ଇସ୍ତାହାରରେ ନାହିଁ ବେକାରୀ ଓ କୃଷକ ସମସ୍ୟାର ସମାଧାନ: କଂଗ୍ରେସ

ଭୁବନେଶ୍ୱର: ବିଜେପି ପକ୍ଷରୁ ଚଳିତ ନିର୍ବାଚନ ପରିପ୍ରେକ୍ଷିରେ ପ୍ରକାଶିତ ଇସ୍ତାହାରରେ ବେକାରୀ, କୃଷକ ଓ ଦରବୃଦ୍ଧି ଭଳି ଉତ୍କଟ ସମସ୍ୟାର ସମାଧାନ ବିଷୟରେ ଗୋଟିଏ ଧାଡ଼ି ମଧ୍ୟ ଉଲ୍ଲେଖ ନାହିଁ । ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ବିଜେପି ଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ…

ସାବାଡ ହେବେ ରୋଡ ରୋମିଓ, ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ଏଚଇଆର’

ଭୁବନେଶ୍ଵର: ମହିଳାଙ୍କୁ କମେଣ୍ଟ ମାରିବା ଏବେ ପଡିବ ମହଙ୍ଗା । ସାବାଡ ହେବେ ରୋଡ ରୋମିଓ । କାରଣ ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ହାଇ ଏଫିସିଏନସି ରେସପନ୍ସ’ ବା ‘ଏଚଇଆର’ । ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ୧୪ ଜଣିଆ ସ୍ପେଶାଲ…

ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ

ଯାଜପୁର:ଯାଜପୁର ରୋଡ୍ ଯୋଡକିଆ ନିକଟ ଖରସ୍ରୋତା ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ । ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡିଯାଇଥିବା ଅଭିଯୋଗ ହୋଇଛି । ନିଖୋଜ ଦୁଇ ଭାଇ ହେଲେ ଶିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ୱାସ୍ତିକ ସ୍ୱାଇଁ (୨୧)। ସେମାନଙ୍କ ଘର ଫେରୋକ୍ରମ କଲୋନୀ…

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ: ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ସେୟାର କରି କହିଲେ ଏ ହେଉଛି ବାସ୍ତବ ଚିତ୍ର

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାଶଙ୍କ ଟାର୍ଗେଟ। ଗୁରୁବାର ସୋସିଆଲ ମିଡିଆରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ବାସ୍ତବ ଚିତ୍ର ଦେଖାଇଲେ ପ୍ରଣବ। ସୋସିଆଲ…

ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ଵର, ୪୩.୬ ଡିଗ୍ରୀରେ ଜଳିଲା ରାଜଧାନୀ

ଭୁବନେଶ୍ଵର: ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା । ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବନି ଆଶ୍ଵସ୍ତି । ଡହ ଡହ ଖରାରେ ଆଉଟୁ ପାଉଟୁ ଜନଜୀବନ । ଆଜି ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ୪୩.୬ ଡିଗ୍ରୀ ତାପମାତ୍ରାରେ ଜଳିଛି ରାଜଧାନୀ ।…

ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ । ଭିଡ଼ିଓରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ…