Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପିରେ ଗୋଷ୍ଠୀ କନ୍ଦଳ, ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧ

ସୁବର୍ଣ୍ଣପୁର: ପଦାରେ ପଡିଲା ବିଜେପି ଅନ୍ତଃ କନ୍ଦଳ। ବିଜେପି ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀ ଓ ନେତାଙ୍କ ତୀବ୍ର ବିରୋଧ । ବିଦ୍ରୋହର ସ୍ବର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଟିରେ…

ବିଏସକେଓ୍ବାଇ ବନ୍ଦ କରିବାକୁ ଧର୍ମେନ୍ଦ୍ର କରୁଛନ୍ତି ଷଡ଼ଯନ୍ତ୍ର, ଅଭିଯୋଗ ଆଣିଲା ବିଜେଡି; ବିଜେପି ଦେଲା ଜବାବ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ସଫଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ରୋକିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ବିଏସକେୱାଇ ସ୍ୱାସ୍ଥ୍ୟ ଯୋଜନା ସାରା ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଚିକିତ୍ସା ସୁବିଧା…

‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାୟଗଡ଼ା: ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ଗାଁ ଠାରୁ ସହର ସବୁଠି ନିର୍ବାଚନ ତାତି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସମସ୍ତ ଦଳର ପ୍ରାର୍ଥୀ ଆଉ ନେତା ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ପଡିଛନ୍ତି । ତେବେ ରାୟଗଡା…

ଖଣି ମାଫିଆଙ୍କ ଦ୍ବାରା ପ୍ରଭାବିତ ହୋଇ ବିଜେଡି ଟିକେଟ୍ ବିକ୍ରି କରୁଛି: କୁଲେସିକା

ଭୁବନେଶ୍ୱର: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ନିର୍ବାଚନ ବେଳେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ଶାସକ ଦଳ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିବା କୁଲେସିକା ଏକ ବିବାଦୀୟ ବୟାନ…

ନବୀନଙ୍କୁ ଷ୍ଟାର ପ୍ରଚାରକ କହୁଥିଲା ବିଜେଡି, ଏବେ କଳାକାର କାହିଁକି ଖୋଜା ପଡ଼ିଲେ ପଚାରିଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୁ ଜନତା ଦଳ (ବିଜେଡି)କୁ ତୀବ୍ର ସମାଲୋଚନା କରିଛି । ବିଜେପି ନେତ୍ରୀ ତଥା ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ…

ନବ ଦାସ ହତ୍ୟା ମାମଲାରେ ପୁଣି ସାକ୍ଷ୍ୟ ଦେଲେ ପ୍ରତ୍ୟକ୍ଷଦର୍ଶୀ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ। ଏହି ଦୁର୍ଭାଗ୍ୟଜନକ ଦିନ ଘଟିଥିବା ଦୁଃଖଦ ଘଟଣାକୁ ଆଲୋକପାତ କରି ଶୁଣାଣି ଆରମ୍ଭ ହେବା…

ମୋଷ୍ଟ୍ ୱାଣ୍ଟେଡ୍ ୩ ଡକାୟତ ଗିରଫ; ୧ କେଜି ସୁନା ଗହଣା ଓ ୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୫୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ମୋଷ୍ଟ୍ ୱାଣ୍ଟେଡ ତାଲିକାରେ…

ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ…

ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର: ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ବୋଲି ବିଜେଡି ରାଜ୍ୟ ସଂପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ…

କାହିଁକି ଆମଦାନୀ ନେତାଙ୍କୁ ଭରସା ?

ଭୁବନେଶ୍ୱର: ଦଳଡିଆଁ ନେତାଙ୍କୁ ଟିକେଟ୍ । କାହିଁକି ଆମଦାନୀ ନେତାଙ୍କୁ ବିଜେଡିର ଭରସା ? ବିଜୟ ପାଇଁ ରଣନୀତି, ନା ପ୍ରସ୍ତୁତି ଅଭାବରୁ ତରବରିଆ ନିଷ୍ପତ୍ତି ? ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍‌, ବିଗାଡିଲା କି ଆଶାୟୀଙ୍କ ଖେଳ? କାହିଁକି ନିଜ ଦଳ ନେତାଙ୍କ ଅପେକ୍ଷା ଆମଦାନୀ ନେତା ପସନ୍ଦ ?…