Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ଆମଦାନୀ ନେତାଙ୍କୁ ଭରସା ?

ଭୁବନେଶ୍ୱର: ଦଳଡିଆଁ ନେତାଙ୍କୁ ଟିକେଟ୍ । କାହିଁକି ଆମଦାନୀ ନେତାଙ୍କୁ ବିଜେଡିର ଭରସା ? ବିଜୟ ପାଇଁ ରଣନୀତି, ନା ପ୍ରସ୍ତୁତି ଅଭାବରୁ ତରବରିଆ ନିଷ୍ପତ୍ତି ? ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍‌, ବିଗାଡିଲା କି ଆଶାୟୀଙ୍କ ଖେଳ? କାହିଁକି ନିଜ ଦଳ ନେତାଙ୍କ ଅପେକ୍ଷା ଆମଦାନୀ ନେତା ପସନ୍ଦ ?…

ବିଜେଡ଼ି ଓ ବିଜେପିର ଓଡ଼ିଶା ବିରୋଧି ନୀତି, କିଛି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କର କୌଣସି ଉନ୍ନତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ ହୋଇପାରୁନାହିଁ । ଏ ସନ୍ଧର୍ଭରେ…

ବଢିଲା ତାପମାତ୍ରା, ଦିନ ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ଵର ତାପମାତ୍ରା

ଭୁବନେଶ୍ଵର: ୩ ଦିନ ଧରି ସାମାନ୍ୟ ଆଶ୍ଵସ୍ତି ମିଳିବା ପରେ ଆଜିଠୁ ପୁଣି ବଢିଛି ତାପମାତ୍ରା । ଆଜିଠାରୁ ଆସନ୍ତା ୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖ ସୁଧା ସ୍ଥିତି…

ରାଲିରେ ଯିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ବୌଦ୍ଧ: ସହକାରୀ ଶିକ୍ଷୟତ୍ରୀଙ୍କୁ ଲାଗିଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ…

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ, ଏଣିକି ଅଣହିନ୍ଦୁଙ୍କୁ ଜଗିବେ ସେବାୟତ

ପୁରୀ: ଏଣିକି ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନର ବଡ ପଦକ୍ଷେପ । ଅଣହିନ୍ଦୁଙ୍କ ପ୍ରବେଶକୁ ରୋକିବା ପାଇଁ ଏବେ ସିଂହଦ୍ୱାର ସମ୍ମୁଖରେ ଜଗି ରହିବେ ପ୍ରତିହାରୀ ସେବାୟତ । ପଣାସଂକ୍ରାନ୍ତି ଅର୍ଥାତ ଆସନ୍ତାକାଲି ଠାରୁ…

ବିଧାୟକ ପଦ ରଦ୍ଦ ଘଟଣା: ହାଇକୋର୍ଟର ଦ୍ଵାରସ୍ତ ହେବେ ଅରବିନ୍ଦ ଢାଲି

ଭୁବନେଶ୍ଵର: ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ହାଇକୋର୍ଟର ଦ୍ଵାରସ୍ତ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି । ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ ।…

ଆଜିଠୁ ପ୍ରଚଣ୍ଡ ତାତି,୧୫ ତାରିଖରୁ ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଭୁବନେଶ୍ବର: ଆଜିଠୁ ପ୍ରଚଣ୍ଡ ତାତି  । ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ । କିଛିଦିନ ହେଲା କାଳବୈଶାଖୀ ଯୋଗୁଁ ଓଡିଶାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୦ ଡିଗ୍ରୀ ଡେଇଁପାରେ ବୋଲି ପୂର୍ବାନୁମାନ କରିଛି…

୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ଵର, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର

ଭୁବନେଶ୍ଵର: ଆଜି ଭୁବନେଶ୍ଵରର ୭୬ ତମ ପ୍ରତିଷ୍ଠା ଦିବସ । ଯାହାକୁ ନେଇ ରାଜଧାନୀ ଆଜି ଚଳ ଚଞ୍ଚଳ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଆଜି ପୁରା ରାଜଧାନୀ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଗଢିଉଠିଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ…

ସୁରଜ କୁମାର ବେହେରା ଓ ଶ୍ରୀଷ୍ଠୀ ଭୌମିକ ଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସୁରଜ କୁମାର ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଶ୍ରୀଷ୍ଠୀ ଭୌମିକଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ…

ବାତ୍ୟା ପୂର୍ବ ପ୍ରସ୍ତୁତି ସମୀକ୍ଷା କଲା ଆଇଏମଡି

ନୂଆଦିଲ୍ଲୀ: ବିପର୍ଯ୍ୟୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏପ୍ରିଲ-ଜୁନ୍ ୨୦୨୪ ପାଇଁ ଏକ ପ୍ରାକ୍-ବାତ୍ୟା ମକ ଡ୍ରିଲ୍ କରିଛି। ଆଇଏମଡିର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ମୌସମ ଭବନରେ ହାଇବ୍ରିଡ୍…