Latest Odisha News

BREAKING NEWS

Browsing Category

ଓଡିଶା

Odisha

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା…

ଆକ୍ସନ ମୋଡରେ ବିଏମସି : ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ

ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି  । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍  । ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ…

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ…

ବାଲେଶ୍ଵର ବନବିଭାଗକୁ ବଡ ସଫଳତା: ୨୫ ନାଗ ସାପ ଉଦ୍ଧାର ସହ ରାକେଟର କଲା ପର୍ଦ୍ଦାଫାସ

ବାଲେଶ୍ଵର: ବାଲେଶ୍ଵର ବନବିଭାଗକୁ ବଡ ସଫଳତା । ସାପ ବିଷ ରାକେଟର କଲା ପର୍ଦ୍ଦାଫାସ । ୨୫ଟି ନାଗ ସାପ ଉଦ୍ଧାର ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ଵର ବନଖଣ୍ଡ ବାଲିଆପାଳ ବ୍ଲକ୍ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ…

ମଦ ବେପାରୀଙ୍କୁ କାନ ଧରି ଉଠବସ୍ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରି: ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି  ।  ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି  । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି  ।…

ମହିଳାଙ୍କୁ ଖାଇଦେଲା କୁମ୍ଭୀର: ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ବିରୂପା ନଦୀରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର । ଯାଜପୁର ବରୀ ବ୍ଲକ ଅମଠପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ବଇରି ସାଜିଲା ନାତି: ପ୍ରେମଜନିତ ଘଟଣାକୁ ନେଇ ଜେଜେ ମାଆକୁ ହାଣିଲା, ୬ଗୁରୁତର

ଜଗସିଂହପୁର: ପ୍ରେମଜନିତ ଘଟଣାକୁ କେନ୍ଦ୍ର କରି ଜେଜେ ମାଆକୁ ହତ୍ୟା କଲା ନାତି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ । ମୃତକ ସଖିଲତା ସାହୁ ବୋଲି ଜଣାପଡିଛି । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ…

ସକ୍ରିୟ ମୌସୁମୀ : ଆଜିଠୁ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: କିଛି ଦିନର ଲୁଚକାଳି ପରେ ପୁଣି ସକ୍ରିୟ ହୋଇଛି ମୌସୁମୀ  । ଆଜିଠୁ ପୁଣି ବଢିବ ବର୍ଷାର ବିସ୍ତୃତି  ।  ଆଜିଠାରୁ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିଲାଗି ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  । ତେବେ…

ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ମୃତ୍ୟୁର ସମୀକ୍ଷା ପାଇଁ ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱରର ସମୂଳ ବିଲୋପ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ତାହାର ଅଡିଟ୍‌ କରାଯିବ। ଏଥିଲାଗି ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ…

ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା। କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ…