Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନନ୍ୟ ରୋବୋଟିକ୍ ଟ୍ୟୁବଲ୍ ପୁନର୍ଗଠନ ଅସ୍ତ୍ରୋପଚାର

ଭୁବନେଶ୍ବର: ନିକଟରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ରୋବୋଟିକ୍ ପଦ୍ଧତିରେ ଫାଲୋପିଆନ୍ ଟ୍ୟୁବ୍ ପୁନଃନିର୍ମାଣ ପାଇଁ ଏକ ବିରଳ ଓ ଅନନ୍ୟ ଅସ୍ତ୍ରୋପଚାର କରି ନିଜ ସଫଳତାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ଯାହା ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଗାଇନୋକୋଲୋଜି…

ଟାଇ ଭୁବନେଶ୍ୱର ପକ୍ଷରୁ ନୂଆ ସଭାପତି ଏ.କେ. ମହାନ୍ତି ଓ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ

ଭୁବନେଶ୍ୱର: ଉଦ୍ୟମିତାକୁ ସୁଦୃଢ଼ କରୁଥିବା ସଂସ୍ଥା ଟାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ କର୍ମକର୍ତା ଘୋଷଣା କରାଯାଇଛି । ଏ କେ ମହାନ୍ତିଙ୍କୁ ସଭପତି, ସତ୍ୟବ୍ରତ ରଥ ଉପ ସଭାପତି, ଅନ୍ନଦା ପ୍ରସାଦ ପାଢ଼ୀ ସମ୍ପାଦକ ଓ ଶ୍ରୀ ରାକେଶ କୁମାର ଗୁପ୍ତାଙ୍କୁ ଟାଇ ଭୁବନେଶ୍ୱରର କୋଷାଧ୍ୟକ୍ଷ ଭାବେ…

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।…

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପାଟ୍ରୋଲିଂ ବେଳେ ବ୍ରାଉନ…

ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ୬୫ ବର୍ଷ ବୟସରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ରବିବାର ହୃଦଘାତରେ ଆଖି ବୁଜିଛନ୍ତି ପ୍ରମୋଦ ପଟ୍ଟନାୟକ । ରବିବାର ଭୋର୍ ସମୟରେ ପ୍ରମୋଦ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ଘରୋଇ ମେଡିକାଲରେ ଭର୍ତ୍ତି…

ବଜାରରୁ ୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଥାନା ଘେରିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ । ଏକାଠି ହେଲେ ଡଙ୍ଗରିଆ କନ୍ଧ । ଶନିବାର ମାଓ ଇନଫର୍ମର ସନ୍ଦେହରେ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ ଜଣଙ୍କୁ ଉଠାଇ ନେଇଥିଲା । ଯାହାର ପ୍ରତିବାଦରେ  ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ…

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ…

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି…

ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଆହୁରି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ…

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଗାଁରେ ପଶିଲା ପାଣି

ବାଲିପାଟଣା: ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ବାଳକାଟିଠାରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ଥିବା ସାଇଫୋନ ପାଖରେ ଘାଇ ସୃଷ୍ଟି ହୋଇଛି । ଓଭର ଫ୍ଲୋ ଯୋଗୁ ରାତିରେ ବନ୍ଧ ଭାଙ୍ଗିଯାଇଥିଲା । ବାଳକାଟି କଲେଜ ପଡ଼ିଆରେ ପାଣି ମାଡିଯାଇଛି । ପାଣି ଗାଁରେ ମାଡିଯିବାର ଆଶଙ୍କା ରହିଛି ।…