Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲବଲ କରୁଛି ବର୍ଷା: ଫୁଲୁଛି ମହାନଦୀ, ବିପଦ ସଂକେତ ଉପରେ ବୈତରଣୀ

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି । ଦୁର୍ବଳ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଟ୍ରିକ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ। ସ୍ଲୁଲ ସ୍ତରରେ ପରୀକ୍ଷାର୍ଥୀ ଆଉ ୨୦ମାର୍କ ପାଇବେ।…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର: ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ସ୍ୱଭାବିକ ହେବ ସ୍ଥିତି। ହଟିବେ ଉଠାଦୋକାନୀ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୋଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ଏହି ନିଷ୍ପତ୍ତି ନେଇଛି…

ବର୍ଷାରେ ମାଟି ଅତଡା ଖସିବାରୁ କଳାହାଣ୍ଡିରେ ୬ ଜଣ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମରେ ବୁଧବାର ଦିନ ଲଗାଣ ବର୍ଷାରେ ଏକ ଘର ଭୁଶୁଡି ପଡିବାରୁ ୬ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରେ ଘର ନିକଟରେ ଖେଳୁଥିବା ପାଞ୍ଚ ଜଣ ଶିଶୁ ଥିବା ବେଳେ ଏହା ସେମାନଙ୍କ ଉପରେ ଭୁଶୁଡ଼ି…

ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟା ପାଣି

କଟକ: ବଡମ୍ବା ଅଞ୍ଚଳରେ ବୁଧବାର ମହାନଦୀରୁ ବନ୍ୟାଜଳ ମା' ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣି ମନ୍ଦିର ପରିସରକୁ ଜଳମଗ୍ନ କରିବା ସହ…

ଚିନ୍ତା ବଢ଼ାଇଲାଣି ସହରି ବନ୍ୟା, ଉଦବେଗ ପ୍ରକାଶ କଲା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଅନେକ ସହର ଓ ଗ୍ରାମା଼ଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରାଞ୍ଚଳର ଭିତ୍ତିଭୂମି ଯଥା ରାସ୍ତାଘାଟ, ଘର, ଶ୍ମଶାନ, ମନ୍ଦିର, ଶିକ୍ଷାନୁଷ୍ଠାନ ଆଦିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବାରୁ…

ଓପିଏସସି ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ସନତ ମହାନ୍ତି ନିଯୁକ୍ତ, ଅଧ୍ୟକ୍ଷ ପଦରୁ ଅବସର ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ସନତ କୁମାର ମହାନ୍ତି ଓପିଏସସିର ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏବେ ଓପିଏସସିର ସଦସ୍ୟ ଅଛନ୍ତି ସନତ ମହାନ୍ତି। ବୁଧବାର ସତ୍ୟଜିତ ମହାନ୍ତି ଅବସର ଗ୍ରହଣ କରିଛନ୍ତି। ଗୁରୁବାରଠୁ…

ରାଜଧାନୀରେ ରାସ୍ତା ଖୋଳିବାକୁ ହେଲେ ଅନୁମତି ନେବାକୁ ହେବ: ବିଏମସି

ଭୁବନେଶ୍ୱର: ଏଣିକି ଭୁବନେଶ୍ବରରେ କୌଣସି ରାସ୍ତାରେ ଖୋଳିବାକୁ ଯଦି ଚାହିଁବେ ତାହେଲେ ଅନୁମତି ନେବାକୁ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ ସାର୍ବଜନୀନ ହୋଇଛି। ଯାହାର ନାମ ରହିଛି http://bhubaneswar.me । ଯେଉଁ ସଂସ୍ଥା ଅନୁମତି ପାଇ ରାସ୍ତା ଖୋଳିବେ ସେହି ସଂସ୍ଥା…

ଆସନ୍ତା ତିନି ଘଣ୍ଟା ପାଇଁ ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷିବ; ଜାରି ହେଲା ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର:ଆସନ୍ତା ତିନି ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ପାଣିପାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ଲଘୁଚାପ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲା ପାଇଁ ରେଡ ୱର୍ଣ୍ଣିଂ ଜାରି କରିଛି ପାଣିପାଗ…

ବିଜେଡିର ମହିଳା ବିରୋଧୀ ଚେହେରା ସଂସଦରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ । ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,…