Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାତ୍ର ୪୦ ଟଙ୍କାକୁ ନେଇ ବିବାଦ, ତେଜରାତି ଦୋକାନ ମାଲିକଙ୍କ ମୃତ୍ୟୁ

ଭଦ୍ରକ: ମାତ୍ର ୪୦ ଟଙ୍କାକୁ ନେଇ ବିବାଦ ସୃଷ୍ଟି ହେବାରୁ ସ୍ଥାନୀୟ ତେଜରାତି ଦୋକାନ ମାଲିକଙ୍କ ମୃତ୍ୟୁ ଘଟିଛି। ବଣିଆ ଗ୍ରାମର ବିଜୟ ପଣ୍ଡା ଗ୍ରାହକଙ୍କ ଗଣ୍ଡଗୋଳରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଚରମ୍ପା ଅଞ୍ଚଳର ରାକେଶ ପରିଡ଼ା ପଥରଡି ଛକରେ ଥିବା ପଣ୍ଡାଙ୍କ ଦୋକାନରେ ୧୮୦…

ବାଲେଶ୍ୱର ବିଗ୍ ଫାଇଟ୍: ରିପିଟ୍ ହେବେ କି ପ୍ରତାପ ?

ଭୁବନେଶ୍ୱର: ବାଲେଶ୍ୱରରେ ଚବିଶ ଦେଖିବ ବଡ ଲଢେଇ । ପୁଣି ବିଜେପି ନନାଙ୍କୁ କରିବ ଭରସା ? ନା ଖାରବେଳ ସ୍ୱାଇଁ ହେବେ ନୂଆ ସେନାପତି ? ବିଜେଡିରୁ ବାଲେଶ୍ୱର ମଇଦାନରେ କିଏ ହେବେ ପ୍ରାର୍ଥୀ ? ପୁଣି ରବୀନ୍ଦ୍ର ଜେନାଙ୍କୁ ଓହ୍ଲାଇବ କି ବିଜେଡି ? ନା ଶଙ୍ଖରୁ ମିଳିବ ସରପ୍ରାଇଜ୍ ? କଂଗ୍ରେସ…

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ବିଞ୍ଝାରପୁରରେ ମିଳିତ ଫ୍ଲାଗମାର୍ଚ୍ଚ ଓ ସଚେତନ ବାର୍ତ୍ତା

ଯାଜପୁର: ବାଜିସାରିଛି ନିର୍ବାଚନ ବିଗୁଲ। ଆଉ ଦିନ କେଇଟା ପରେ ଆରମ୍ଭ ହେବ ନିର୍ବାଚନ ପର୍ବ। ଏଥିଲାଗି ତାରିଖ ଘୋଷଣା ମଧ୍ୟ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରଦାର କଲେଣି। ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଏହାକୁ ଅବାଧ ଓ ଶୃଙ୍ଖଳିତ କରିବାକୁ ଅଣ୍ଟା…

ଓଡ଼ିଶାରେ ସର୍ବାଧିକ ସମ୍ପତ୍ତି ଥିବା ଶ୍ରେଷ୍ଠ ୧୦ ବିଧାୟକଙ୍କ ମଧ୍ୟରେ ବିଜେଡିର ୭ ବିଧାୟକ; ନବୀନ ସବୁଠାରୁ ଧନୀ

ଭୁବନେଶ୍ୱର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ବିଜୁ ଜନତା ଦଳର ୭ ଜଣ ସଦସ୍ୟ ଓଡ଼ିଶାର ଶ୍ରେଷ୍ଠ ୧୦ ଧନୀ ବିଧାୟକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନ ପାଇଁ ବିଧାୟକମାନେ ଦାଖଲ କରିଥିବା…

ରାଜଧାନୀରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ରାଜଧାନୀ। ଗତ ୪୮ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ସମୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପରିବର୍ତ୍ତେ ପାରା ତଳକୁ ଖସିଛି। ଟୁଇନ ସିଟି ଭୁବନେଶ୍ୱର-କଟକରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ରାଜଧାନୀବାସୀ ଏବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ସମୀକ୍ଷା

ଭୁବନେଶ୍ୱର: ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣ । ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ‘ଭାରତ’ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ । ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି ‘ବୁଥ୍‌ ପରିଚାଳନା’। ପ୍ରତିଟି ବୁଥ୍‌ରେ…

ନବୀନ ବାବୁଙ୍କ ୨୪ ବର୍ଷର ସରକାରରେ ଓଡ଼ିଶା ପାଇଛି କ’ଣ : ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦିପ ସାମଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋର୍ଦ୍ଧିତ କରି ବିଜୁ ଜନତାଦଳ ସରକାରର ୨୪ ବର୍ଷ ଶାସନ କାଳରେ ଓଡ଼ିଶା ପାଇଛି କ’ଣ…

ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ…

ପାରାଦୀପରେ ଦୁଇଦିନିଆ ଉପକୂଳ ସମରାଭ୍ଯାସ ଆରମ୍ଭ

ପାରାଦୀପ: ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ। ମିଳିତ ସମରାଭ୍ଯାସର ନାମ ''ସାଗର କବଚ ୧''। ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ଏଥିରେ ସାମିଲ ହୋଇଥିବା ଜଣାପଡିଛି। ଉପକୂଳ ସହିତ ଜଳପଥରେ…

ରୋଚକ ମୋଡ଼ରେ ନୂଆପଡ଼ା ରାଜନୀତି: ଦୋଛକିରେ ନେତା ଓ କର୍ମୀ

ନୂଆପଡ଼ା: ରାଜନୀତିର ଉଷ୍ମତା ଭିତରେ ନୂଆପଡ଼ା ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି । ମନ୍ତ୍ରୀ ନୂଆପଡା ବିଧାନସଭା ମଣ୍ଡଳୀରୁ ତିନି ଥର ବିଧାୟକ ହୋଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ କଂଗ୍ରେସ ଛାଡିବା ଓ…