Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳବୈଶାଖୀ ସତ୍ତ୍ୱେ ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨୫ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଜି ବି ମିଳିବନି ତାତିରୁ ତ୍ରାହି । ହିଟୱେଭକୁ ନେଇ ରାଜ୍ୟର କିଛିଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ସାମାନ୍ୟ ଆଶ୍ବସ୍ତି । ୨୫ ରୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ସତ୍ତ୍ୱେ ବି ସିଭିୟର…

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ…

ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ଭୋଟଭିକ୍ଷା ଆରମ୍ଭ

ଭୁବନେଶ୍ୱର: ଭୋଟ୍‍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି…

ଶିମିଳିପାଳରେ ମଧ୍ୟପ୍ରଦେଶର ମହାବଳ: ୩ ରାଜ୍ୟ ସୀମା ଡେଇଁଛି, ସ୍ପଷ୍ଟ କଲା ବାଘ ସେଲ୍

ଭୁବନେଶ୍ୱର: ମଧ୍ୟପ୍ରଦେଶର ମହାବଳ ବାଘ ୩ଟି ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି। ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ନେଇ NTCA (National Tiger Conservation Authority) ସୂଚନା ଦେଇଛନ୍ତି ।…

ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପୁଣି ଥରେ ପାଗରେ ପରିବର୍ତ୍ତନ । ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ନେଇଆଗାମୀ ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।…

ଜୟପୁର ବିଧାନସଭା ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରବିବାର ଦିନ କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜୟପୁର ବିଧାନସଭା ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ । ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟ କହିଛି ଯେ କୋରାପୁଟ ଲୋକସଭା…

ଓଡ଼ିଶା ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ଚଳିତ ମାସ ପ୍ରାରମ୍ଭରୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଆହତ ହୋଇଥିବା ଛତିଶଗଡର ଜଣେ ମହିଳା ମାଓବାଦୀ ଗିରଫ। ଏହି ମହିଳା ନକ୍ସଲକୁ ନବରଙ୍ଗପୁରରେ ଓଡିଶା ପୋଲିସ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ଥାନା ଏକାୱାରି ଗାଁରୁ ଆହତ ମହିଳା…

ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ: ଘଟଣାସ୍ଥଳରେ ୩ ମୃତ, ୫ ଆହତ

ନବରଙ୍ଗପୁର: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ୩ ମୃତ ୫ ଆହତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୪ଟା ସମୟରେ ଏକ ଅଟୋରେ ୧୦ ଜଣ ଯାତ୍ରୀ ଏକ ନିର୍ବୀଚନ ସଭାକୁ ଯୋଗଦେବାକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।…

ଖରାରେ ସିଜୁଛି ସାରା ଓଡିଶା, ସାଢ଼େ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ଵର: ଖରାରେ ସିଜୁଛି ସାରା ଓଡିଶା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି । ୪୩.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ୪୧.୬, ବାଲେଶ୍ୱରରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୧.୮,…

ଅବଶିଷ୍ଟ ଆସନ ଘୋଷଣା ପୂର୍ବରୁ ତିନି ଦଳ ମଧ୍ୟରେ ଛକାପଞ୍ଝା, ଜାଣନ୍ତୁ କେଉଁ ଦଳକୁ କ’ଣ ଚିନ୍ତା?

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେତେକ ଆସନରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। କାରଣ ଏଭଳି କିଛି ଆସନ ରହିଛି ଯେଉଁଠି ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…