Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଡ଼ୁଆରେ ଡିଏନ୍‌ ଗ୍ରୁପ, ଲୁଚାଛପାରେ କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଛି !

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର…

ଆନନ୍ଦ ବଜାରରେ ଲାଗୁନି ଅବଢ଼ା ଦର ତାଲିକା, ମହାପ୍ରସାଦ ଦରକୁ ନେଇ ବଢ଼ୁଛି ମନମାନି

ପୁରୀ: ମହାପ୍ରସାଦକୁ ନେଇ ମନମାନି । କିଏ ଅଧିକା ଦରରେ ବିକୁଛି ତ ଆଉ କିଏ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତର ଆଶା ଥାଏ ସେ ଶ୍ରୀଜୀଉଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ପାଇବ ମହାପ୍ରସାଦ । ହେଲେ ଦିନକୁ ଦିନ ଆନନ୍ଦ ବଜାରରେ…

୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି: ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରାକର ମୋଟ ୯୦୨ ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିରେ ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ରହିଥିବା ବେଳେ ୨୬୦ଟି ଅଣଶିକ୍ଷକ ପଦ ରହିଛି। ଖୁବ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା…

ବାହାନଗା ଟ୍ରେନ ଦୁର୍ଘଟଣା: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ତିନି  ଅଭିଯୁକ୍ତ 

ବାଲେଶ୍ୱର:ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି  ଅଭିଯୁକ୍ତ  ପୁଣି ୪ ଦିନିଆ ରିମାଣ୍ଡରେ ଗଲେ । ପ୍ରଥମ ରିମାଣ୍ଡ ସରିବା ପରେ ସେମାଙ୍କୁ କୋର୍ଟରେ  କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ବାହାନଗା ରେଳ ଦୁର୍ଘଟଣାର…

ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କୁ ଆନନ୍ଦ ଭବନରେ ଭେଟିଲେ କଂଗ୍ରେସ ବିଧାୟକ ମୋକିମ

କଟକ: କଟକ ଆନନ୍ଦ ଭବନରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଅଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ଝିଅ ଦିଲ୍ଲୀ ପଟ୍ଟନାୟକ ଓ ରେଖା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଘର ଜରାଜୀର୍ଣ୍ଣ ହୋଇ ପଡିଥିବାବେଳେ ଆଗରେ ଘାସି ଉଠିଛି ।  ଅବସର ନେବା ପରେ ଦିଲ୍ଲୀପଙ୍କ ପାଖରେ ଅର୍ଥ ରୋଜଗାରର ମାଧ୍ୟମ…

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ…

ବିଜେପିର ପ୍ରଶ୍ନ- ଇଏ ପ୍ରକୃତ ମୁଖ୍ୟମନ୍ତ୍ରୀ ନା ଏଆଇ ?

ଭୁବନେଶ୍ୱର: ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର ।  ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ ।  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା । ଏମିତି କହି ବିଜେଡି ସରକାରଙ୍କ ନୂଆ…

କିଏ କାହା ପାଇଁ ଲଜ୍ଜିତ ? ଟୁଇଟରରେ ଅପରାଜିତା-ଶ୍ରୀମୟୀଙ୍କ ଜବାବ ସୁଆଲ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ ନାଁରେ ଏସଏଚଜି…

ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ: ଜାଣନ୍ତୁ ଏହି ପିଠର ମାହାତ୍ମ୍ୟ..

କେନ୍ଦ୍ରାପଡ଼ା (ଓଡିଶା ସମ୍ବାଦ) : ପୁରାଣ ବର୍ଣ୍ଣିତ ଅନୁସାରେ ପବିତ୍ର ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ହେଉଛି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ l ଏହି ନଦୀକୂଳରେ ପୁରାଣ ବର୍ଣ୍ଣିତ ଅନୁସାରେ ଅବସ୍ଥିତ ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ l ଏହି କୁଦାନଗରୀ ପିଠ କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର…

‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ : ୪ ହଜାର କୋଟି ଟଙ୍କାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ । ଆଜି ଏକ…