Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ମାସେ, ଏବେ ବି ହସ୍ପିଟାଲରେ ପଡି ରହିଛି ୫୨ରୁ ଊର୍ଦ୍ଧ୍ୱ ମୃତ ଦେହ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି ? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ…

ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ: ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ

ପୁରୀ: ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ। ମାନବିକତାର ପରିଚୟ ଦେଇ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କୁ ନିଜ କାରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଛନ୍ତି। ବ୍ରହ୍ମଗିରି ନିର୍ବାଚନ…

ଅଟୋକୁ ଧକ୍କା ଦେଲା ଓଏସଆରଟିସି ବସ୍, ତିନି ଜଣ ଯାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ ମଙ୍ଗଳବାର ସକାଳେ ଓଏସ୍ଆରଟିସିର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଟୋରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୁରୀ ଅଭିମୁଖେ ଯାଉଥିବା ସରକାରୀ…

ମନ୍ଦିର ସାମ୍ନାରୁ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ: ମନ୍ଦିର ନିକଟରୁ ବ୍ରାଉନସୁଗାର ଜବତ । ନିମାପଡ଼ା ଥାନା ଦିଗାଳ ଛକ ନୀଳକଣ୍ଠେଶ୍ୱର ମନ୍ଦିର ସାମ୍ନାରୁ ବ୍ରାଉନସୁଗାର ଜବତ ହୋଇଛି । ରେଡ୍ ବେଳେ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁରୀ ଅବକାରୀ ବିଭାଗ । ମାମଲାରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରାଯାଇଛି । ଏନେଇ…

ଏମକେସିଜି ଛାତ୍ରଛାତ୍ରୀଙ୍କୁ ପଥର ମାଡ, ବୁର୍ଲା ମେଡିକାଲ କଲେଜ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ସମ୍ବଲପୁର: ବୁର୍ଲା ଭିମସାରରେ ମଙ୍ଗଳବାର ଡାକ୍ତରୀ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଭିମସାରରେ ଚାଲିଥିବା 'ୟୁଫୋରିଆ' ବେଳେ ଏହି ସଙ୍ଘର୍ଷ ଘଟିଛି।'ୟୁଫୋରିଆ' ହେଉଛି ଦୁଇ କଲେଜର କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ…

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…

କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ: ଏହି ଜିଲ୍ଲାରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ

ମାଲକାନଗିରି: ଦୁର୍ଗମ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା । ଗରିବ ଆଦିବାସୀ ରୋଗରେ ପଡିଲେ ଖର୍ଚ୍ଚକୁ ଡରି ଚିକିତ୍ସା କରୁନାହାନ୍ତି । ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚୁଛନ୍ତି । ଏପରି ସ୍ଥିତିରେ   …

ନିଷ୍ଠୁର ମା’: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା

ବାରିପଦା : ଅଲୋଡ଼ା ହେଲା ଝିଅ । ଟଙ୍କା ପାଇଁ ପିଶାଚ ପାଲଟିଲା ମା’ । ଯାହାକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ସାମାନ୍ୟ କେତେଟା ଟଙ୍କା ପାଇଁ ତାକୁ ଅନ୍ୟ ହାତକୁ ଟେକିଦେଲା ମା’ । ମାତ୍ର ୮୦୦ଟଙ୍କା ପାଇଁ ୮ମାସର କଅଁଳ ଶିଶୁଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର…

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି; ତଳକୋର୍ଟର NBW ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର:ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ ।  NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି…