Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନାବେଶରେ ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ନିୟନ୍ତ୍ରଣ

ପୁରୀ:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କର ଏହି ଦର୍ଶନ କରିବେ ବୋଲି ଆକଳନ କରିଛି ପ୍ରଶାସନ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ…

ସୁନାବେଶରେ ଠାକୁରଙ୍କ ସବୁ ସୁନା ଅଳଙ୍କାର ଭିତରେ ଥାଏ ଗୋଟିଏ ରୂପାଳଙ୍କାର; ଜାଣନ୍ତି କ’ଣ ?

ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ । ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ…

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା…

ବ୍ରାହ୍ମଣୀ ନଦୀରେ ମାତିଛି ମଣିଷ ଖିଆ କୁମ୍ଭୀର, ଗୋଟିଏ ମାସରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା ମଣିଷ ଖିଆ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ…

ଦିଗପହଣ୍ଡିରେ ଡ଼ବଲ ମର୍ଡର, ୨ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡ଼ବଲ ମର୍ଡର। ବୁଧବାର ବିଳମ୍ବିତ ରାତି ଗାଁ ଭିତରେ ୨ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରି ସେମାନଙ୍କୁ ଗାଁ ମଝିରେ ଜାଳି ଦେବା ସହ ଗୋଟିଏ ବାଇକ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦୁଇଜଣ ହେଲେ ଶିବ ଗୌଡ଼ ଓ ଲିଟୁ…

ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପ୍ରତିନିଧି ଦଳଙ୍କ ଓଡିଶା ଗସ୍ତ, ସ୍ୱୟଂଚାଳିତ ପି-ପାସ୍‌ ବ୍ୟବସ୍ଥାକୁ ପ୍ରଶଂସା

ଭୁବନେଶ୍ୱର: ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ମଞ୍ଚେଶ୍ୱରସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏଚ୍‌. ଏସ୍‌. ପରମାରଙ୍କ ନେତୃତ୍ୱରେ…

ଆଜିଠୁ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ ହେବ। ଜୁନ ୨୯ ରୁ ଜୁଲାଇ ୫ ତାରିଖ ମଧ୍ୟରେ ପ୍ରଥମ ରାଉଣ୍ଡରେ ସିଲେକ୍ସନ ହୋଇଥିବା ଆବେଦନକାରୀ ନାମ ଲେଖାଇବେ। ଚୟନ ହୋଇଥିବା ଛାତ୍ରଛାତ୍ରୀ ଜୁନ ୨୮ ରୁ ଜୁଲାଇ ୩ ତାରିଖ ମଧ୍ୟରେ…

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର୍ରର ନାମ ବିହୀନ ଚିଠିକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ସରକାର ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।…

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର: ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଲା କେନ୍ଦ୍ର

ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି…