Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏହି ସମୟରେ ନେତା କର୍ମୀଙ୍କ ଚାଲିଛି ଦଳ ଅଦଳ ବଦଳ । ଏବେ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ରଜତ ଚୌଧୁରୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ରଜତ ପଠାଇଛନ୍ତି ତାଙ୍କ…

ଦହିବରା ଆଳୁଦମ୍ ଦିବସ: ରାଜ୍ୟର ଏକ ଛୋଟ ଗଳିରୁ ଆରମ୍ଭ ହୋଇ ଆଜି ବିଶ୍ଵପ୍ରସିଦ୍ଧ ଏହି ଖାଦ୍ୟ

ଭୁବନେଶ୍ଵର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ…

ବିବାହିତ ଝିଅ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ

କଟକ: ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ…

୫୦ ପ୍ରତିଶତ ବୃଦ୍ଧି ପାଇଲା ରାଜ୍ୟର ଲ’ ଅଫିସରଙ୍କ ଦୈନିକ ଓ ରିଟେନର୍ ଫି’

ଭୁବନେଶ୍ବର: ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର୍ ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ…

ଗାଁକୁ ନାହିଁ ରାସ୍ତା; ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ସମ୍ୱଲପୁର: ରାଜ୍ୟରେ ଅନେକ ସମୟରେ ଆମ୍ବୁଲାନ୍ସ ନିମିଳିବାରୁ ରୋଗୀ ହୁଅନ୍ତୁ ବା ଗର୍ଭବତୀ ଖଟିଆରେ ବୁହାହୋଇ ମେଡିକାଲ ଯାଉଥିବାର ଖବର ପ୍ରାୟ ସାମ୍ନାକୁ ଆସୁଛି । ଆଜି ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ହେଲେ ଏଠି ଆମ୍ବୁଲାନ୍ସ ଆସିଛି ସତ ହେଲେ ଗାଁ ଭିତରକୁ ପ୍ରବେଶ କରିପାରିନି,…

ସିଏଙ୍କ ଘରେ ଇଡି ରେଡ, ଏକାସାଙ୍ଗରେ ୫ଟି ସ୍ଥାନରେ ଚାଲିଛି ଚଢାଉ

ରାଉରକେଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ ଇଡି ରେଡ୍ । ଅଜୟ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ରାଉରକେଲା ସହରର ଜଣେ ବଡ ବ୍ୟବସାୟୀ । ରାଉରକେଲା କଚେରୀ ରୋଡ୍ ବିଶ୍ରା ଡାହାର ଛକରେ ଚଢାଉ କରିଛି ଇଡି । ତେବେ ବ୍ୟବସାୟୀଙ୍କ ଅଫିସ୍, ଘର, ଗୋଦାମ ସହ ମୋଟ ୫ଟି ସ୍ଥାନରେ…

ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା, ଲାଗିବ ଅତ୍ୟାଧୁନିକ ରାଡାର

ଭୁବନେଶ୍ବର: ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା । ଏଥିପାଇଁ କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ…

ବଢିଲା ଗଣଶିକ୍ଷକଙ୍କ ଦରମା, ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭେଟି । ବଢିଲା ଗଣଶିକ୍ଷକଙ୍କ ଦରମା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଶାରେ କମୁଛନ୍ତି କଲରାପତରିଆ, ୪ ବର୍ଷରେ କମିଛନ୍ତି ୧୯୨

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଉଛି କଲରାପତରିଆ ବାଘଙ୍କ ସଂଖ୍ୟା । ଚିନ୍ତା ବଢ଼ାଇଲା ଏନଟିସିଏ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ରିପୋର୍ଟ । ୨୦୧୮ ତୁଳନାରେ ୨୦୨୨ରେ ଗତ ଚାରି ବର୍ଷ ଭିତରେ କଲରାପତରିଆଙ୍କ ସଂଖ୍ୟା କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୮ ରିପୋର୍ଟ ମୁତାବକ,…

“ଶଙ୍ଖ ଚିହ୍ନ ସପକ୍ଷରେ ମତ ରଖିଲା ବିଜେଡି: ଓଡ଼ିଶାରେ ବିଶ୍ୱାସ ଓ ବିକାଶର ପ୍ରତିନିଧିତ୍ୱ କରୁଛି”

ଭୁବନେଶ୍ୱର: ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ଶଙ୍ଖ ବ୍ୟବହାରକୁ ନେଇ ନିର୍ବାଚନ କମିଶନଙ୍କ ତଦନ୍ତ ପରେ ଶାସକ ଦଳ ଏଭଳି ଘଟଣାକୁ ଦୃଢ଼ତାର ସହ ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟ…