Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମସିଏଲରେ ଆର୍ଥିକ ଅନିୟମିତତା, ବଡ଼ ଅଧିକାରୀଙ୍କ ବିରୋଧରେ ସିବିଆଇର ତଦନ୍ତ

ସମ୍ବଲପୁର: 2020ରେ ମହାନଦୀ କୋଲଫିଲ୍ଡ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ସିବିଆଇ। ନିକଟରେ ଏକ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ଏମସିଏଲର କିଛି ବରିଷ୍ଠ ଅଧିକାରୀ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ, ବେଦାନ୍ତ ଲିମିଟେଡ୍, ଜିନ୍ଦଲ ଷ୍ଟିଲ୍, IFFCO ଏବଂ ବଲ୍ଲାରପୁର…

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର…

ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର : ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟକରେ ଟମାଟୋ ଦର ୮୦/୯୦ ଟଙ୍କା ଛୁଇଁଛି…

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି  ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର ରଥ ଉପରେ ଉପବାସ ବି ରହିଥିଲେ । ତେଣୁ ବାହୁଡ଼ା…

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଜଙ୍ଗ…

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

କେନ୍ଦୁଝର ଟ୍ରକ ଦୁର୍ଘଟଣା , ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଗତ ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ହୋଇଥିବା ୫ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ୫ଜଣ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଶରଧାବାଲି ଛାଡିଲେ ତିନି ଦିଅଁ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ: ଶରଧାବାଲି ଛାଡିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଥିଲା ନୀତିକାନ୍ତି । ସଅଳ ସଅଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ପଡିଥିଲେ ତିନି ଦିଅଁ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ତାଳଧ୍ୱଜ ଶରଧାବାଲି ଛାଡି ସିଂହଦ୍ୱାର…

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ…