Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ବିଷ୍ଣୁପୁରରେ ଝାଡ଼ାବାନ୍ତି ଆତଙ୍କ, ୧୫ ଜଣ ମେଡିକାଲରେ ଭର୍ତ୍ତି

କଟକ: ରାଜ୍ୟରେ ଥମୁନି ଝାଡ଼ାବାନ୍ତି ଆତଙ୍କ । ପ୍ରଥମେ ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଥିବାବେଳେ, ଏବେ କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ବିଷ୍ଣୁପୁର ଗାଁରେ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ କିଛି ଆଠଗଡ଼ ଓ ତିଗିରିଆ…

ଚନ୍ଦ୍ରଶେଖରପୁରରେ ଜବରଦଖଲ ମୁକ୍ତ ହେଲା ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ ବେଆଇନ ଭାବେ ଜବରଦଖଲ ହୋଇଥିଲା । ଏହାକୁ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଉଚ୍ଛେଦ କରାଯାଇଛି । ଏଥିରେ ୫ ଟି କ୍ୟାବିନ୍, ୨ ଟି ହୋଟେଲ, ୪ ଟି ପଲିଥିନି ନିର୍ମିତ ଦୋକାନ, ୩ ଟି ଟିଣ ସେଡ୍…

ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି: ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ପ୍ରଦେଶ କିଷାନ କଂଗ୍ରେସ ପ୍ରତିନିଧି…

ଭୁବନେଶ୍ୱର: ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ବଢିଚାଲିଛି । ଯାହାକୁ ନେଇ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ପ୍ରଦେଶ କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ଏହାର ଆଶୁ ପ୍ରତିକାର ପାଇଁ ରାଜ୍ୟପାଳଙ୍କୁ ୭ ଦଫା ସମ୍ବଳୀତ ଏକ ଦାବୀପତ୍ର ପ୍ରଦାନ…

ହାଇଟେକ ଟ୍ରାଜେଡି: ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଗଲା କହିଲା ହସ୍ପିଟାଲ

ଭୁବନେଶ୍ୱର: ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣା, ଆଖି ବୁଜିଲେ ଦିଲୀପ ସାମନ୍ତରାୟ। ହସ୍ପିଟାଲ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି। ଦୁର୍ଘଟଣା ପରେ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ହୋଇଥିବା ହାଇଟେକ ପକ୍ଷରୁ କୁହାଯାଇଥିଲା। ପରବର୍ତୀ ସମୟରେ ଯାହାକୁ ଜ୍ୟୋତି ବୋଲି କୁହାଯାଉଥିଲା ସେ…

ଜନଜାତିଙ୍କ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଜନଜାତିଙ୍କ ଜୀବନ ଓ ଅନନ୍ୟ କଳା ସଂସ୍କୃତିର ଏକ ବିଶେଷ ଆକର୍ଷଣ ରହିଛି । ବର୍ତ୍ତମାନ ସମୟରେ ଜନଜାତି ବର୍ଗର ଯୁବପିଢ଼ି, ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜନଜାତିଙ୍କ ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ପାଇଁ…

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ରାଉରକେଲାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଚିନ୍ତନ ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି…

ବିଏସଏଫ ଭ୍ଯାନ ଦୁର୍ଘଟଣାଗ୍ରସ୍ତ: ୧୫ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯିବାବେଳେ କୁମ୍ଭାରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୧୫ ଯବାନ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଯବାନ…

କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାପ-ଝିଅ ମୃତ

ଆନନ୍ଦପୁର: କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ବାପ-ଝିଅ ମୃତ। ରୁଗୁଡ଼ି ଥାନା ଠାରୁ ଅଳ୍ପ ଦୂର ଏନ୍ ଏଚ୍ ୫୨୦ରେ ଏଭଳି ଅଘଟଣ ଘଟିଛି । ମୃତକମାନେ ହେଲେ, ବଲାଣୀ ଥାନା ଲସର୍ଦା ଵୁରୁ ସାହିର ରାମ ସିଂ ମୁଣ୍ଡା ଓ ତାଙ୍କ ଝିଅ ତୁରୀ ମୁଣ୍ଡା । ଉଭୟ ଏକ ବାଇକ୍…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ପୁରୀ ଯାଇ ଶ୍ରୀସେତୁ ନିକଟ ଭେଣ୍ଡିଙ୍ଗ ଜୋନ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମଙ୍ଗ ଠାରେ ନୂତନ କରି ହୋଇଥିବା ପାର୍କିଂ ବ୍ୟବସ୍ଥା ର ଅନୁଧ୍ୟାନ ସହ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ରେ…

ହାଇଟେକ୍ ମେଡିକାଲ ବିସ୍ଫୋରଣ ଟ୍ରାଜେଡି: କର୍ତ୍ତୁପକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଟ୍ରାଜେଡି । ଘଟଣାରେ ଗତ ୩୦ ତାରିଖରେ ଯୁବକ ଦିଲ୍ଲୀପ ସାମନ୍ତରାୟ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ, ଏବେ କିନ୍ତୁ ଦିଲ୍ଲୀପ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଅନ୍ୟପଟେ ଏସବୁ ଭିତରେ ମାତ୍ର ୨ ବର୍ଷ ତଳେ…