Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଞ୍ଚାୟତ ସ୍ତରରେ ଜାତୀୟ ପେନସନ ପ୍ରଦାନ କରାଯାଉ: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ପେନ୍‍ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି ଯେଉଁଥିରୁ ୫୦% ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି । ବୃଦ୍ଧାବସ୍ଥା ଏବଂ ଭିନ୍ନକ୍ଷମ ପେନସନ ସମେତ ଜାତୀୟ ପେନସନ ପାଉଥିବା ହିତାଧିକାରୀମାନେ ସେମାନଙ୍କ ପେନସନ ଗଣ୍ଡାକ ପାଇଁ ଗ୍ରାମାଞ୍ଚଳରେ ଅବସ୍ଥିତ ବ୍ୟାଙ୍କକୁ ବହୁ…

ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣା, ମାଷ୍ଟରମାଇଣ୍ଡ ସହ ଗ୍ୟାଙ୍ଗକୁ ଧରିଲା ପୋଲିସ

କାମାକ୍ଷାନଗର: ରଜରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଗୁଳିମାଡ଼ କରିଥିବା ଗ୍ୟାଙ୍ଗ ସହ ଢେଙ୍କାନାଳ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ହେଉଛି ସୁବାଷ ଖୁଣ୍ଟିଆ । ସୁବାଷର ୩…

ଆଡ଼ପ ପହଣ୍ଡି ଆରମ୍ଭ, ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ବଡ଼ ଭାଇ

ପୁରୀ: ଶରଧାବାଲିରେ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି ଶ୍ରୀଜୀଉ । ପ୍ରଥମେ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ବଡ଼…

ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି, ସିଂହଦ୍ୱାରର ହେବ ରୂପା ଛାଉଣୀ

ପୁରୀ: ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରି ଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ମରାମତି…

୨୦୨୨ ଓ ୨୦୨୩ ବର୍ଷ ଲାଗି ଜାତୀୟ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ, ଓଡ଼ିଶାର ୨ ଜଣ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ଫ୍ଲୋରାନ୍ସ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୨ ଓ ୨୦୨୩ ବର୍ଷ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୨ ବର୍ଷ ଲାଗି ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୨୦୨୩ ବର୍ଷରେ ମଧ୍ୟ ୧୫ ଜଣଙ୍କୁ…

କାହା ମଙ୍ଗଳ କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଭିଜିଲାନ୍ସ ରେଡ୍ ବେଳେ ମିଳିଲା କୋଟିଏ ଜମା

ଭୁବନେଶ୍ୱର: ମାଳ ମାଳ କୋଠା… ବିଡ଼ା ବିଡ଼ା ଟଙ୍କା…। ଏସବୁ ହେଉଛି ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଜୟନ୍ତୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇ ଯାଇଛି । ଚର୍ଚ୍ଚା ହେଉଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜ…

ବାହାନଗା ହାଇସ୍କୁଲ ପୁନଃନିର୍ମାଣ; ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରାଯିବ ।  ୫ଟି ଯୋଜନାରେ ଏହି ସ୍କୁଲର  ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି…

ଓଡ଼ିଶା ଛୁଇଁଲା ମୌସୁମୀ: ଦୁଇ ଦିନ ଭିତରେ ଭିଜାଇବ ସାରା ରାଜ୍ୟ

ଭୁବନେଶ୍ୱର:ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ  । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ  ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି  ।  ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ଏଥିପାଇଁ ପାଗ…

ପୂର୍ବତନ ଡିଏସଡବ୍ଲୁଓଙ୍କର ଅସଂଖ୍ୟ କୋଠା, ଜାଗା; ତଥାପି ଭିଜିଲାନ୍ସର ହିସାବ ସରୁନି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ ମିଳିଛି ଆଖି ଖୋଲିହେଲା ପରି ସମ୍ପତ୍ତି । ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି…