Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତନ ଡିଏସଡବ୍ଲୁଓଙ୍କର ଅସଂଖ୍ୟ କୋଠା, ଜାଗା; ତଥାପି ଭିଜିଲାନ୍ସର ହିସାବ ସରୁନି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ ମିଳିଛି ଆଖି ଖୋଲିହେଲା ପରି ସମ୍ପତ୍ତି । ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି…

ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର; ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ରାଜଧାନୀରେ ଛେଚିଲା ବର୍ଷା । କିଛି ଘଣ୍ଟା ଧରି ପ୍ରବଳ ବର୍ଷିଲା । ସାରା ସହରକୁ ମିଳିଲା ଗରମରୁ ଆଶ୍ୱସ୍ତି । ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରାକ ମୌସୁମୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ କଟକର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଏଥିସହିତ ଆଗାମୀ ୩…

ଆମ ହସ୍ପିଟାଲ ଦାବି: ବିକ୍ଷୋଭ କଲେ ଛେଣ୍ଡିପଦାର ୩୦ ଗାଁ ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ୩୦ଟି ଗ୍ରାମରୁ ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଦେବଗଡ଼ ଛକଠାରୁ ଏକ ବିରାଟ ରାଲିରେ ଆସି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲୁଓ; ତିନି ଜିଲ୍ଲାରେ ଥିବା ୧୧ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି  ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଓ…

ଟ୍ରକକୁ ଧକ୍କା ଦେଇ ପୋଲିସ ଭ୍ୟାନ ଚୁରମାର, ଏଏସଆଇଙ୍କ ସମେତ ୪ କର୍ମଚାରୀ ଗୁରୁତର

ବୌଦ୍ଧ:ବୌଦ୍ଧରେ ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା ପୋଲିସ ଭ୍ୟାନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୋଲିସ ଗାଡିର ସାମ୍ନା ପଟ ଭାଙ୍ଗି ଚୁନା ହୋଇ ଯାଇଛି। ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ…

ଜେଲ ହାଜତରେ କଏଦୀଙ୍କ ମୃତ୍ୟୁ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:ଢେଙ୍କାନାଳ ଜେଲ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ  ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶଳିଆ ଗାଁର ଅଥାନି ବେହୁରି (40) । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା…

ଶରଧାବାଲିରେ ତିନି ଠାକୁର; ଆଜି କରିବେ ଆଡ଼ପ ବିଜେ

ପୁରୀ:ଶରଧା ବାଲିରେ ଛିଡା ହୋଇଛି ତିନି ରଥ । ରଥ ଉପରେ ମହାବାହୁଙ୍କୁ ମନଭରି ଦେଖୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥର  ରଥଯାତ୍ରା ବେଳେ ଅନେକ ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ରହିଥିଲା ନନ୍ଦିଘୋଷ ଓ ଦର୍ବଦଳନ । ପରଦିନ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ…

ରାଜ୍ୟରେ ବଳକା ବିଦ୍ୟୁତ ଦାବି ସରକାରଙ୍କ ବାହାସ୍ପୋଟ ! ମଧ୍ୟପ୍ରଦେଶ ସହ ଚୁକ୍ତିକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ରାଜ୍ୟ ସରକାର ଦାବି କରୁଥିଲେ ଯେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ଏବେ ଏହା ଏକ ବାହାସ୍ପୋଟ ବୋଲି ଜଣାପଡିଛି। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିଭ୍ରାଟରୁ ଦୂରେଇ ରହିବାକୁ ଯାଇ ମଧ୍ୟପ୍ରଦେଶର ସହ ଚୁ୍କ୍ତି…

କୋରାପୁଟ କୋଟିଆ ପରେ ଗଜପତିରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ଗଜପତି: କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପଞ୍ଚାୟତରେ ବାରମ୍ବାର ଅନୁପ୍ରବେଶ ପରେ ଏବେ ଗଜପତି ଜିଲ୍ଲାରେ ଚାଲିଥିବା ସୀମା ବିବାଦକୁ ବଢାଇବାକୁ ଯୋଜନା କରିଛି ଆନ୍ଧ୍ର। ଯାହାର ଉଦାହରଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗବାଡ ପଞ୍ଚାୟତରେ ଜମି ଯାଞ୍ଚ କରିବା ପାଇଁ ଗାଁରେ ଆନ୍ଧ୍ରପ୍ରଦେଶର…