Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସେଥିପାଇଁ ଚଳଚଞ୍ଚଳ ଏବେ ପୁରା ଦେଶ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩, ୭୫ ଅଭିଯୁକ୍ତ ହୋଇଥିଲେ ଗିରଫ

ଭୁବନେଶ୍ଵର: STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩ । ଗତ ବର୍ଷ ଏସଟିଏଫ୍ ୪୧ଟି ମାମଲା ରୁଜୁ କରି ଓଡିଶା ସମେତ ୬ ରାଜ୍ୟର ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏତଦବ୍ୟତୀତ ୮କିଲୋ ବ୍ରାଉନସୁଗର, ୪୫୬ କୁଇଣ୍ଟାଲ୍ ଗଞ୍ଜେଇ, ୨କେଜି ୮୮୦ ଗ୍ରାମର ଅଫିମ ଜବତ କରିଛି ଏସଟିଏଫ୍ । ଏଥିସହ ଲକ୍ଷ ଲକ୍ଷ…

ଜାନୁଆରୀ ୬ ରୁ ଶିଶିର ସରସ-୨୦୨୪, ମେଳାରେ ୪୦୦ ଟି ଷ୍ଟଲ ବୁଲି ମଜା ନେବେ ଲୋକେ

ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଏହା…

ଡିପଫେକ୍ କୁ ନେଇ ତତ୍ପର କମିଶନରେଟ୍ ପୋଲିସ, ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ

ଭୁବନେଶ୍ଵର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନରେ ଡିପଫେକ୍ ସାଜିପାରେ ସବୁଠୁ ବଡ ବାଧକ । ସେଥିପାଇଁ ପୋଲିସ ମାନଙ୍କୁ ସଜାଗ ରହିବାକୁ ଦିଆଯାଇଛି ସ୍ଵତନ୍ତ୍ର ତାଲିମ | ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ…

ଅନ୍ତିମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ…

ପୁରୀ: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ରେ ଯୋଗ ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ…

ମଦ ଦୋକାନ ଗୁଡିକୁ ସୀମା ପାର ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବାଲି ନୋଳିଆ ସାହି ସୁରକ୍ଷା ସମିତି

ପୁରୀ: ପୁରୀ ବାଲି ନୋଳିଆ ସାହି ମଦ ଦୋକାନ କୁ ବିରୋଧ କରି ଜିଲ୍ଲାପାଳ ଙ୍କ ଅଫିସ୍ ଘେରିଲେ ଶତାଧିକ ମହିଳା ଓ ପୁରୁଷ । ୨୦୨୪ ରେ ଶ୍ରୀକ୍ଷେତ୍ର ସୀମା ବାହାରକୁ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆହ୍ବାନ । ବାଲି ନୋଳିଆ ସାହି ସୁରକ୍ଷା ସମିତି ର ଯୁକ୍ତି, ଯଦି ଅଯୋଧ୍ୟାରେ ରାମ ମନ୍ଦିର…

ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…

ପୋଲିସ ଏଏସଆଇ ଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ…

ଓଡ଼ିଶାର ୩୫ଟି ଜିଲ୍ଲା ଜଜ୍ ପଦବୀ ପାଇଁ ଲିଖିତ ପରୀକ୍ଷାରେ ୩୯୮ ଜଣଙ୍କ ମଧ୍ୟରୁ ୭ ଜଣ ଯୋଗ୍ୟ ବିବେଚିତ

କଟକ: ଓକିଲରୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଜିଲ୍ଲା ଜଜ ହେବାକୁ ହୋଇଥିବା ପରୀକ୍ଷାରେ ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୭ ଜଣ ପାସ୍ କରିଛନ୍ତି। ମୋଟ୍ ୩୫ଟି ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର (ପରୀକ୍ଷା) ଏସ୍ କେ ଦାଶ ରାୟଙ୍କ ପକ୍ଷରୁ ଜାରି…

ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ସେପଟେ ଆସନ୍ତାକାଲି ଠୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ…

କେନ୍ଦ୍ରାପଡା/କୋରାପୁଟ: ଆସନ୍ତାକାଲି ଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗଣନା । ଏନେଇ ସୂଚନା…