Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋରାପୁଟ କୋଟିଆ ପରେ ଗଜପତିରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ଗଜପତି: କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପଞ୍ଚାୟତରେ ବାରମ୍ବାର ଅନୁପ୍ରବେଶ ପରେ ଏବେ ଗଜପତି ଜିଲ୍ଲାରେ ଚାଲିଥିବା ସୀମା ବିବାଦକୁ ବଢାଇବାକୁ ଯୋଜନା କରିଛି ଆନ୍ଧ୍ର। ଯାହାର ଉଦାହରଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗବାଡ ପଞ୍ଚାୟତରେ ଜମି ଯାଞ୍ଚ କରିବା ପାଇଁ ଗାଁରେ ଆନ୍ଧ୍ରପ୍ରଦେଶର…

ଆଳିରେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଣ୍ଡା ମାଡ, ୨୭ରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲା କଂଗ୍ରେସ

କେନ୍ଦ୍ରାପଡ଼ା: ବାରମ୍ବାର ବିଦ୍ୟୁତ କାଟ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନକୁ ନେଇ କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…

୯୩ଟି ସରକାରୀ ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ୱର: 'ଆମ ହସ୍ପିଟାଲ' ଯୋଜନାରେ ଅନ୍ତର୍ଭୁକ୍ତ ୯୩ଟି ଡାକ୍ତରଖାନାରେ ଆହାର କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଚାର କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିବେଦନ କରିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ସ୍ୱାସ୍ଥ୍ୟ…

ଟାଇମ୍‌ସ ଅଲ୍ ଇଣ୍ଡିଆ ରାଙ୍କିଂ : ଆଇଟିଇଆର ପୂର୍ବାଞ୍ଚଳର ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ରାଙ୍କିଂ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ…

କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‍’ । କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା…

ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଅନେକ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର…

ଖରାରେ ଆଉଟ୍ ପାଉଟ୍ ବାଦୁଡ଼ି, ପାଣି ଛିଞ୍ଚନ ପାଇଁ ପ୍ରଶାସନକୁ ନିବେଦନ

କଟକ: ଗତ କିଛି ଦିନ ଧରି ବଡମ୍ବା ନରସିଂହପୁର ବ୍ଲକରେ ତାପମାତ୍ରା 40 ରୁ 45 ଡ଼ିଗ୍ରୀ ରହୁଥିବାରୁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜୀବଜନ୍ତୁ ମଧ୍ଯ ତ୍ରାହି ତ୍ରାହି ଡ଼ାକିଲେଣି। ବିଶେଷ କରି ବାଦୁଡି ମାନେ ପ୍ରବଳ ଖରାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ନରସିଂହପୁର…

ମନରେଗା କାମ ପାଇଁ ଗ୍ରାମସାଥୀଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବାଟେମୁରା ଓ ବରଗାଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ଗ୍ରାମସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଣତୀ ସାହୁଙ୍କୁ…

ବଢ଼ିଲା ଅବଢ଼ା ଯୋଜନାର ଅଟକଳ, ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ପାଇଁ ୬ ଏକର ଜମି ଦେବେ ସରକାର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ମାଆ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ସରକାର ଜମି ଦେବେ । ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ରାୟଗଡ଼ା ତହସିଲ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ…