Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଲାମ ହେବ ବଡମ୍ବା ଚିନି କଳ, କମ୍ପାନୀ ପାଚେରୀରେ ନୋଟିସ୍ ମାରିଲା ବ୍ୟାଙ୍କ

କଟକ: ଓଟିଏମ ପରେ କଟକ ଜିଲ୍ଲାର ଆଉ ଏକ ଗର୍ବ ହେଉଛି ବଡମ୍ବା ଚିନି କଳ। ଯାହା ଦୀର୍ଘ ଦିନ ଧରି ଅଚଳ ହୋଇ ପଡି ରହିବା ସହ ନୀର୍ବାଚନ ବେଳେ ସ୍ଥାନୀୟ ମୁଦ୍ଦା ପାଲଟୁଥିବା ଏହି ଚିନି କଳ ଏବେ ନିଲାମି ଜରିଆରେ ବିକ୍ରି ହେବ ବୋଲି ଜଣାପଡିଛି। ବ୍ୟାଙ୍କ କମ୍ପାନୀର ପାଚେରୀରେ ନିଲାମି ପାଇଁ…

ରଥଯାତ୍ରାରେ ଜମିଥାନ୍ତା ଧଳା ଜହର କାରବାର, ଟେର ପାଇ ମାଡି ବସିଲା ପୋଲିସ

ପୁରୀ: ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପୁରୀ ଜିଲ୍ଲାର ପୋଲିସ ୬ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରି ରବିବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି। ନିମାପଡା ଅଞ୍ଚଳରେ ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ କାର୍ୟ୍ୟକଳାପ ବୃଦ୍ଧି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା।  ସୂଚନା ଆଧାରରେ…

ବ୍ୟାପକ ସୁରକ୍ଷା ଦାବି, ସୋମବାରଠୁ ଜଙ୍ଗଲରେ ପାଟ୍ରୋଲିଂ କରିବେ ନାହିଁ ବନ ଅଧିକାରୀ

ଭୁବନେଶ୍ୱର: ଗତ ଦୁଇ ମାସ ମଧ୍ୟରେ ଦୁଇଜଣ ବନ ଅଧିକାରୀଙ୍କୁ ହତ୍ୟା କରିବା ପରେ ପର୍ଯ୍ୟାପ୍ତ ସୁରକ୍ଷା ଦାବିରେ ଓଡିଶାର ଜଙ୍ଗଲ ବିଭାଗର ଅଣ-ଗେଜେଟେଡ୍ କର୍ମଚାରୀମାନେ ସୋମବାରଠାରୁ ଏକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ 29 ଜଙ୍ଗଲ ଅଞ୍ଚଳରେ ଏହି…

ଯୁବତୀଙ୍କ ସହ ଚାଟିଂ କରି ଚିଟ୍ ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

କଟକ: ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହିଳାଙ୍କ ହନିଟ୍ରାପରେ ଫସି 20 ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ପୀଡିତାଙ୍କ ପରିଚୟ ମିଳି ନ ଥିବା ବେଳେ ସେ 2018ରେ ଫେସବୁକରେ ଏହି ମହିଳାଙ୍କ ସହ ବନ୍ଧୁତା କରିଥିଲେ। ବ୍ରିଟେନର ମଞ୍ଚେଷ୍ଟରର ଲିଓନା ଜିମି ବୋଲି ଦାବି କରୁଥିବା ଏହି ମହିଳା…

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ଛତ୍ରପୁର: ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ହରିପୁର-ବନ୍ଦର ଗ୍ରାମ, କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କେ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ସଫଳତାର ସହିତ…

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ୫୦୦ କର୍ମଚାରୀଙ୍କୁ ମୁତୟନ କଲା ଟିପିସିଓଡିଏଲ୍

ପୁରୀ: ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି ଟିପିସିଓଡିଏଲ୍ । ସମସ୍ତ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯିବା ସହ ବଡ଼ଦାଣ୍ଡ, ସମୁଦ୍ର କୂଳ ରାସ୍ତା, ଭିଆଇପି ରୋଡ୍ ଆଦି ସ୍ଥାନ ମାନଙ୍କରେ ଅନବରତ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି…

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।…

ରଥଯାତ୍ରାରେ ଭକ୍ତ, ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ତିନିଶହ ଲାଇଫ ଗାର୍ଡ

ପୁରୀ: ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ…

କାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା

ପୁରୀ: ଜରରୁ ସୁସ୍ଥ ହେବା ପରେ ମହାବାହୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେବେ । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ ସୌଭାଗ୍ୟ ପାଇବେ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ଟାରେ ଚଳା ଅପସର ପରେ ୭ଟା ୩୦ ସୁଦ୍ଧା ଅଣସର ତାଟି ଓ…

ନିରବଚ୍ଛିନ୍ନ ସେବା ନାହିଁ, ଶକ୍ତି ବିଭାଗ କହୁଛି ‘ପିପିପି ମୋଡରେ ବିଦ୍ୟୁତ୍ ବିତରଣରେ ଓଡ଼ିଶା ସଫଳ’

ଭୁବନେଶ୍ୱର: ଡହ ଡହ ଖରା, ଘନ ଘନ ବିଦ୍ୟୁତ୍ କାଟ୍ । ତାତିଠୁ ବଳି ଯାଉଛି ବିଦ୍ୟୁତ୍ ଯନ୍ତ୍ରଣା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭୁବନେଶ୍ୱରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ଜଳୁଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅଘୋଷିତ…