Latest Odisha News

BREAKING NEWS

Browsing Category

ଓଡିଶା

Odisha

ବରିଷ୍ଠ ରାଜସ୍ୱ ସହାୟକଙ୍କ ୧୫ ପ୍ଲଟ୍ ସହ ଅନ୍ୟ ସମ୍ପତ୍ତି ଠାବ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ବରିଷ୍ଠ ରାଜସ୍ୱ ସହାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଛି ।…

ଅପରାଜିତାଙ୍କ ପରେ ଶ୍ରୀମୟୀଙ୍କ ପ୍ରେସମିଟ; କଟାକ୍ଷ କରି କହିଲେ ‘ମାଡାମଙ୍କର ବ୍ୟୁରୋକ୍ୟାଟିକ୍‌ ସ୍ୱଭାବ ଯାଇନି’

ଭୁବନେଶ୍ୱର:ନାଁ ନ ନେଇ ୫ଟି ସଚିବଙ୍କ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଅପରାଜିତାଙ୍କ ସୁଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ଓଲଟା ଅପରାଜିତାଙ୍କୁ ଆକ୍ଷେପ କରି…

ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ, ନିଲମ୍ବିତ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଠାବ କରାଯାଇଥିବା ସମ୍ପତ୍ତି ନେଇ ବ୍ରଜେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି…

ଆଉ ୩ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି ଗ୍ରୀଷ୍ମ ପ୍ରବାହ ଆଉ ୩ ଦିନ ଲାଗି ରହିବ ।…

ପୁରୀରେ ନକଲି ମହାପ୍ରସାଦ; ସିଂହଦ୍ୱାର ଓ ବାସେଳୀ ସାହି ଥାନା ପକ୍ଷରୁ ତଦନ୍ତ ଆରମ୍ଭ

ପୁରୀ: ପୁରୀ ମହାପ୍ରସାଦ ଖାଲି ଭୋଗ ନୁହେଁ, ଏହା ସହ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗ । ପୂଜାପର୍ବରେ ହେଉ ବା ଶୁଭ କାମରେ, ପ୍ରତିଶ୍ରୂତି ଦେବାରେ ହେଉ ବା ବନ୍ଧୁତା ରକ୍ଷା କରିବାରେ ଏହି ମହାପ୍ରାସଦକୁ ସମସ୍ତେ ସାକ୍ଷୀ କରି କାମ ଆରମ୍ଭ କରିଥାନ୍ତି  ।  ହେଲେ ଏହି…

ମୁକ୍ତା ଯୋଜନାରେ ୧୦ ଜିଲ୍ଲା ପାଇଁ ୨୨୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ୧୦ ଜିଲ୍ଲା ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୧୦ ଜିଲ୍ଲାର ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଏହି ଅନୁଦାନ ମଞ୍ଜୁର କରିଛନ୍ତି । ଏହି ୧୦ ଜିଲ୍ଲା ହେଲା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ ମନସୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି…

ବାଲିବୋ ରଘୁନାଥଜୀଉ ମନ୍ଦିରରୁ ଚୋରି; ଲୁଟିନେଲେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟରେ ଏବେ ଠାକୁର । ମନ୍ଦିର ତାଲା ଭାଙ୍ଗି ଲୁଟି ନେଉଛନ୍ତି ବହୁମୂଲ୍ୟ ଅଳଙ୍କାର ।  ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ବହୁମୁଲ୍ୟ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଭୁ ରାମ , ଲକ୍ଷ୍ମଣ,…

ସଚିବଙ୍କୁ ସାଂସଦଙ୍କ ଖାେଲା ଚାଲେଞ୍ଜ; ‘ଯଦି ରାଜନୀତି କରିବାକୁ ଇଛା, ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ  ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ବର୍ଷିଲେନି, ଖୋଲା ଚାଲେଞ୍ଜ…

ଗୁହାରି କରି ଶୁଣୁ ନାହାନ୍ତି ସରକାର; ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

କଳାହାଣ୍ଡି: ଗଣମାଧ୍ୟମର ବାରମ୍ବାର ରିପୋର୍ଟିଂ, ଅନେକ ଆଲୋଚନା ସମାଲୋଚନା ପରେ ବି ସୁଧୁରିପାରୁନି ରାଜ୍ୟର ଉପାନ୍ତ ଜିଲ୍ଲାମାନଙ୍କର ସ୍ଥିତି। କଳାହାଣ୍ଡି ଜିଲ୍ଲାର ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଇ ଆଶିଲେ ଗର୍ଭବତୀ ମହିଳା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…