Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସ ବୁଲିଯିବା ଓଡିଶା: ପ୍ରକୃତିପ୍ରେମୀଙ୍କୁ ଆନମନା କରେ କଙ୍କିଳୀ କାଜୁ ଫିଲ୍ଡ

ତାଳଚେର: ଚାଲିଛି ଶୀତ ଋତୁ । ଆଉ ରାତି ପାହିଲେ ନୂଆବର୍ଷ । ସାଧାରଣତଃ ନୂଆବର୍ଷର ଆଗମନରେ ସମସ୍ତେ ବାହାରିଯାଆନ୍ତି ପିକନିକ୍ କରିବା ପାଇଁ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ ।…

ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ, ତଦନ୍ତ ଜାରି

କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି…

କାର୍ଯ୍ୟକ୍ଷମ ହେଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ସୋନପୁର-ଖମ୍ବେଶ୍ବରପଲ୍ଲୀ ମଧ୍ୟରେ ରେଳ ସେକ୍ସନ

ଭୁବନେଶ୍ଵର: ଶେଷ ହୋଇଛି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ଖମ୍ବେଶ୍ୱରପଲ୍ଲୀ ମଧ୍ୟରେ ୧୦.୫୦ କିଲୋମିଟର ବିଶିଷ୍ଟ ବ୍ରଡ୍ ଗେଜ୍ ରେଳ ଲାଇନର ନିର୍ମାଣ କାର୍ଯ୍ୟ | ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ୨୯ ଡିସେମ୍ବର ୨୦୨୩ରେ ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆଖିବୁଜିଲେ ଜଣେ ଆହତ । ୪ଜଣ ଆହତଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୨ ଏସିପି ଗୌତମ କିଶାନ । ସୂଚନା…

ଲୋକମହୋତ୍ସବ ଚଇତିର ଉଦଯାପନୀ ଦିବସରେ ଯୋଗ ଦେଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା

ରାୟଗଡା: ସରିଲା ରାୟଗଡା ଜିଲ୍ଲାର ଲୋକମହୋତ୍ସବ ‘ଚଇତି’ । ଚଳିତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଲୋକମହୋତ୍ସବ ଚଇତିର ଗତକାଲି ଥିଲା ଅନ୍ତିମ ତଥା ଉଦଯାପନୀ ଦିବସ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ଆଦିବାସୀ ଏବଂ ଆଇନ…

ଓଡ଼ିଶା ମଧ୍ୟ ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍, ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍‌। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ଗତକାଲି ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।…

ରାଜ୍ୟରେ କମିବ ଶୀତର ପରିମାଣ, ନୂଆବର୍ଷର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ୪ ଓ ୫ ତାରିଖରେ ବର୍ଷା…

ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ । ଆସନ୍ତା ୨୦୨୪ ଜାନୁଆରୀ ୧ ରୁ ୫ରାତିଖ ପର୍ଯ୍ୟନ୍ତ ରାଉରକେଲା ଅଗ୍ରେସନ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଚିନ୍ତନ ବୈଠକରେ ଯୋଗ ଦେବେ ଡା.ମୋହନରାଓ ଭାଗବତ ।…

ପୁରୀରେ ନୂଆବର୍ଷ ପ୍ରସ୍ତୁତି, ଅଢେଇ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୂ

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ବାହାରିଲା ଏଏସଓ ପରୀକ୍ଷା ଫଳ: ୭୮୭ କୃତକାର୍ଯ୍ୟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ଝିଅ

ଭୁବନେଶ୍ୱର:ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିଙ୍କ ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ୭୮୭ ଜଣ ପରୀକ୍ଷାର୍ଥୀଙ୍କୁ ଏଏସଓ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଓପିଏସସିଙ୍କ ପକ୍ଷରୁ ଜାରି ଏକ ରିଲିଜରେ…