Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣ୍ଡିଆନ ଓଡ଼ିଶା ଇତିହାସ ବାବଦରେ କିଛି ଜାଣନ୍ତି ନାହିଁ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କରେ ଜ୍ଞାନ ଅଭାବ ରହିଛି କହି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମାଲୋଚନା କରିଛନ୍ତି। କାନୁନଗୋ ପାଣ୍ଡିଆନଙ୍କୁ ଜଣେ ଭ୍ରାମ୍ୟମାଣ ମୁଖପାତ୍ର ବୋଲି କହି ପ୍ରତିକ୍ରିୟା ଦେଇ କଟାକ୍ଷ କରିଛନ୍ତି। ସେ ବିଜୁ ପଟ୍ଟନାୟକ…

୧୯ ଗ୍ରାମ ବ୍ରାଉନସୁଗାର ଜବତ, ମହିଳାଙ୍କ ସହ ୩ ଗିରଫ 

ଭୁବନେଶ୍ବର: ଦୀର୍ଘଦିନ ଧରି ଇନଫୋସିଟି ଥାନାର ବିଭିନ୍ନ ଅଞ୍ଚଳ ସହ ବାହାରକୁ ବ୍ରାଉନସୁଗାର ବିକ୍ରି କରୁଥିବା ନିଶା ବେପାରୀ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ୍। ଜଣେ ମହିଳାଙ୍କ ସମେତ ୩ ଜଣ ଯୁବକଙ୍କୁ ଇନଫୋସିଟି ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।…

ପାଣିପାଗ: ୨୦୨୩ ତୁଳନାରେ ୨୦୨୪ରେ ଅଧିକ ଚ୍ଯାଲେଞ୍ଜ କାହିଁକି? ଜାଣନ୍ତୁ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ…

ଭୁବନେଶ୍ୱର: ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ କିଭଳି ସାରା ରାଜ୍ୟକୁ ଝାଳନାଳ କରିଥିଲା ତାହା ହୁଏତ କେହି କେବେ ଭୁଲିନଥିବେ। ଯଦିଓ ବର୍ଷ ଶେଷ ହେଉଛି କିନ୍ତୁ ଏହି ପ୍ରବାହ ଏବେ ବି ଶେଷ ହୋଇନି। ଅର୍ଥାତ ଆସନ୍ତାବର୍ଷ ମଧ୍ୟ ଏପରି ସିଝିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।…

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ସୁରୁଖୁରୁରେ ଦିଅଁ ଦର୍ଶନ ଓ ଜିରୋ ନାଇଟ୍ ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ: ନୂଆବର୍ଷକୁ ସ୍ବାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏହାପୂର୍ବରୁ ପୁରୀର ସମୁଦ୍ର କୂଳରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜାନୁଆରୀ ପହିଲାରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ କିଭଳି ସୁରୁଖୁରୁରେ ଓ ବିନା ଅସୁବିଧାରେ ଦର୍ଶନ ଏବଂ ଏକ ଭଲ…

ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନାବାଳକ ଉପରେ ମାଡ଼ିଗଲା ମାଲ ବୋଝେଇ ଟ୍ରକ୍

ନବରଙ୍ଗପୁର: ଆଜି ସକାଳେ ନବରଙ୍ଗପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୫ ବର୍ଷର ବାଳକର ମୃତ୍ୟୁ ଘଟିଛି। ପଡ଼ୋଶୀ ଛତିଶଗଡ଼ର ଗୌରବ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ପିତାମାତାଙ୍କ ସହ ରାୟପୁରକୁ ସଂଯୋଗ କରୁଥିବା ରାସ୍ତା ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ…

ଘରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ୧୩ଟି ଆକ୍ଟିଭ କେସ ରହିଛି । ପରିସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି…

ରାୟଗଡ଼ା ଲକ୍ଷ୍ମୀ ମାଝୀ ମୃତ୍ୟୁରୁ ହଟୁନି ରହସ୍ୟ, ଜାନୁଆରୀ ୫ରେ ଜିଲ୍ଲାବ୍ୟାପୀ ବନ୍ଦ ଡାକରା

ରାୟଗଡ଼ା: ଚନ୍ଦ୍ରପୁରରେ ଲକ୍ଷ୍ମୀ ମାଝୀଙ୍କ ଦୁଃଖଦ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ଏହା ରହସ୍ୟ ଘେରରେ ରହିଛି। ଏହି ମାମଲାରେ ଦୋଷୀଙ୍କୁ ଶୀଘ୍ର ଗିରଫ କରା ନଗଲେ ଜାନୁଆରୀ ୫ରେ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଗଠନ ଆଦିବାସୀ ମହାସଂଘ । ଯାହା…

ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ, ବିଜେପି କହିଲା ବିଜେଡିକୁ ଦେବ କଡା ଟକ୍କର

ଭୁବନେଶ୍ୱର: ଆଗାମୀ ୨୦୨୪ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଜେପିର ଆଞ୍ଚଳିକ ପ୍ରଭାରୀ ସୁନୀଲ ବଂଶଲ ଏବଂ ଦଳର…

ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରମୁଖ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଶାସକ ଦଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ…

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଡିଜିପି ଭାବେ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ନିୟମିତ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ  ଏହି ଦାୟିତ୍ୱରେ ରହିବେ।…