Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମି ପାଇଁ ଜୀବନ ଗଲା, ଘର ଜଳିଲା

ଜୟପୁର:ଜମି ବିବାଦକୁ ନେଇ  ଜଘନ୍ୟ ହତ୍ୟାକାଣ୍ଡ । ଜମି ପାଇଁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରିବା ପରେ ମୃତକଙ୍କ ପରିବାର ଲାେକ ଅପରପକ୍ଷର ଘର ଜାଳି ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁରେ  । ମୃତ ଯୁବକଙ୍କ ନାଁ ବନ୍ଧୁ…

ଦାଣ୍ଡକୁ ବାହାରିଲେ ମୃତ୍ୟୁର ଭୟ: ପ୍ରଶାସନ କହୁଛି ଗୃହବନ୍ଦୀ ରୁହ

ଢେଙ୍କାନାଳ:ଏଠି ପ୍ରତି ମୁହୂର୍ତ୍ତରେ ଘାରୁଛି ମୃତ୍ୟୁର ଭୟ । ଘର ବାହାରେ ଯେମିିତି ଜଗି ବସିଛି ଯମ । କେତେବଳେ କିଏ ତା ହାବୁଡରେ ପଡିଯିବ ଏବଂ ଜୀବନ ଦୀପ ଲିଭିଯିବ କିଏ ଜାଣେ ? କେବଳ ଭଗବାନ ହିଁ ଭରସା । ଗୋଟିଏ ମାସରେ ଏଠି ୧୦ ଜଣଙ୍କ ଅତର୍କିତ ମୃତ୍ୟୁ ୩ ବ୍ଲକବାସୀଙ୍କୁ କରି ଦେଇଛି…

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର…

ଅଣସର ପିଣ୍ଡିରେ ଗୁପ୍ତନୀତି, ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦଠାରୁ ଚତୁର୍ଥୀ ତିଥି ମଧ୍ୟରେ…

ଓଟିପି ସେୟାର କରି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସହ ଲିଙ୍କ ଅଭିଯୋଗ, ଗିରଫ କଲା ଏସଟିଏଫ୍

ଭୁୂୂବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କ ସହ ଓଟିପି ସେୟାରିଂ ସ୍କାମର ତଦନ୍ତ ଚାଲିଥିବା ବେଳେ ବୁଧବାର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଆଉ ଏକ ଗିରଫ କରିଛି। ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିତାମା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ(୩୨)।…

ରାଜଧାନୀରେ କାଳବୈଶାଖୀ ପ୍ରଭାବ, ଗଛ ପଡ଼ିଯିବାରୁ ରାସ୍ତା ସାଙ୍ଗକୁ ବିଜୁଳି ସେବା ବ୍ୟାହତ

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବ ପଡ଼ିଥିଲା। ଘଡ଼ଘଡ଼ି ସହ ପବନ ବହିବା ଫଳରେ ରାଜଧାନୀରେ ଗଛ ଉପୁଡ଼ିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇଥିଲା ପରେ ସ୍ବାଭାବିକ ହୋଇଛି।…

ଖରିଆର ରୋଡ଼ ଷ୍ଟେସନରେ ପୁରୀ ଇଣ୍ଟରସିଟି ଏକ୍ସପ୍ରେସର ଏସି କୋଚରେ ନିଆଁ, ନିଆଗଲା ତ୍ୱରିତ ପଦକ୍ଷେପ

ନୂଆପଡା: ଖରିଆର ରୋଡ଼ ରେଳ ଷ୍ଟେସନ ଠାରେ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ବିଥ୍ରୀ ଏସି ବଗିରେ ନିଆଁ ଲାଗିଥିଲା। ଖରିଆର ରୋଡ ଷ୍ଟେସନରେ ଟ୍ରେନ ନମ୍ବର ୧୮୪୨୬ର ବି୩ କୋଚ୍ ବ୍ରେକରେ ନିଆଁ ଲାଗିଯାଇଥିଲା। ଆଲାର୍ମ ଚେନ୍ ଆକ୍ଟିଭ୍ ହେବା ପରେ ବ୍ରେକ୍ ସମ୍ପୂର୍ଣ୍ଣ ଭାବେ ଛାଡ଼ି ନ ପାରିବାରୁ ଏଭଳି…

ରେଳ ଧାରଣାର ଇଣ୍ଟରଲିକିଂରେ ପଥର, ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଦୁର୍ଘଟଣା

ଭଦ୍ରକ: ବାହାନଗାରେ ଶୁକ୍ରବାର ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସ୍ମୃତିକୁ ମନେ ପକାଇ ଭଦ୍ରକ ଜିଲ୍ଲାରେ ଆଉ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ଏଡ଼ାଇ ଦିଆଯାଇଛି। ଜଣେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭଣ୍ଡାରିପୋଖରୀ ଥାନା ଅଧିନରେ ଥିବା ମଞ୍ଜୁରୀ…

ଧାନର ଏମଏସପି ବୃଦ୍ଧି ନେଇ ତେଜିଲା ରାଜନୀତି, କେନ୍ଦ୍ର ବିରୋଧରେ ବର୍ଷିଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ଉଲ୍ଲେଖନୀୟ ବୃଦ୍ଧି ଘୋଷଣା କରି ଆଗାମୀ ୨୦୨୩-୨୪ (ଜୁଲାଇ-ଜୁନ୍) ଖରିପ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରି ୨୧୮୩ ଟଙ୍କା କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ…

ବିଶ୍ୱ ପରିବେଶ ଦିବସ ଜାତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅ ୟଶ୍ ମହାନ୍ତି ପୁରସ୍କୃତ

ଭୁବନେଶ୍ୱର: ଭାରତୀୟ ବନାଞ୍ଚଳ ପରିଚାଳନା ପ୍ରତିଷ୍ଠାନ ଭୋପାଳ ପକ୍ଷରୁ ମିଶନ୍ ଲାଇଫ୍ ଶୀର୍ଷକ ଦୁଇଦିନିଆ ଜାତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତବ୍ୟ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା । ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀଙ୍କୁ ମିଶନ…