Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁରର ପୂର୍ବତନ ସିଡିଏମଓଙ୍କୁ ଛୁରା ମାଡ଼, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଭୋର୍ ସମୟରେ ଉଠିଥିଲେ ଠାକୁର ସେବା କରିବାକୁ। ଏଥିପାଇଁ ଘର ବାହାରେ ଥିବା ଠାକୁର ଘରକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ଭିଆଇଛନ୍ତି ଲଙ୍କାକାଣ୍ଡ । ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ତଥା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରଘୁନାଥ ପାଢ଼ୀଙ୍କୁ…

ସୀମାନ୍ତରେ ଲାଲ ଆତଙ୍କ: ବିସ୍ଫୋରଣ ରେଲୱେ ଟ୍ରାକ ଉଡ଼ାଇ ଦେଲେ ନକ୍ସଲ

ରାଉରକେଲା:ସୀମାନ୍ତରେ ଲାଲ ଆତଙ୍କ । ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିବାବେଳେ ବିଳମ୍ବିତ ରାତିରେ ବିସ୍ଫୋରଣରେ ଉଠାଇ ଦେଇଛନ୍ତି…

ରାଉରକେଲା ନିକଟରେ ରେଳଧାରଣା ଉଡାଇ ଦେଲେ ମାଓବାଦୀ

ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ଓ ମନୋହରପୁର ରେଳ ଷ୍ଟେସନ୍ ମଝିରେ ଥିବା ବିନୁଆଁ ଗ୍ରାମରେ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେବା ପରେ ହାଓ୍ୱଡା-ନାଗପୁର-ମୁମ୍ବାଇ ରେଳପଥରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିସ୍ଫୋରଣ ସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର…

ପ୍ରକାଶ ପାଇବ ୧୦୦୮ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ…

କୋରାପୁଟ ଗସ୍ତ କରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ରାଜ୍ୟପାଳ ରଘୁବର ଦାସ

କୋରାପୁଟ: କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ ସାରି, ଆଜି କୋରାପୁଟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଜୟପୁରର OHPC ଗେଷ୍ଟ ହାଉସ ପହଞ୍ଚିଥିଲେ ରାଜ୍ୟପାଳ । ପରବର୍ତ୍ତୀ ସମୟରେ ବୋରିଗୁମା ବ୍ଲକ୍ ବନଙ୍ଗୁମା ପଞ୍ଚାୟତର ଖୁଡ଼ିଗୁଡ଼ା ଗ୍ରାମରେ…

ଦୁର୍ଘଟଣା ହ୍ରାସ ପାଇଁ ଅଭିନବ ଚିନ୍ତାଧାରା: ରାଜପଥ କଡରେ ଥିବା ଢାବାରେ ଟ୍ରକ ଚାଳକଙ୍କୁ ଚା’ ପିଆଇବେ ସରକାର

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ନିଶା ନିବାରଣ ଓ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ରାଜପଥ କଡ଼ରେ ଥିବା ଢାବା ଓ ହୋଟେଲ୍ଗୁଡ଼ିକ ସହ ମିଶି ରାତିରେ ଟ୍ରକ୍…

ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ: ପ୍ରଥମେ ଲିଙ୍ଗରାଜ ମନ୍ଦିର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ବହୁ ପ୍ରତୀକ୍ଷିତ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ସମର୍ପଣ କରାଯିବା ପରେ ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ…

୩୧୬୦ କୋଟିର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରିଛନ୍ତି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ…

ଦାମୀ କାରକୁ ଶସ୍ତାରେ ବିକ୍ରି କରିବାର ଲୋଭ ଦେଖାଇ କିଭଳି ଠକିଥିଲେ ତିନି ଅଭିଯୁକ୍ତ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଦାମୀ କାର ଯଦି ନିଜ ପକେଟକୁ ସୁହାଇଲା ଭଳି ଦାମରେ ମିଳିଯିବ ତାହେଲେ କିଏ ବା ହାତଛଡା କରିବ। ଆବଶ୍ୟକ ପଡିଲେ ଆଉ କିଛି ଅଧିକ ଟଙ୍କା ନିବେଶ କରି ସେହି ମନଲୋଭା କାରକୁ ଆଣି ଚଢିବାରେ ଏବଂ ନିଜ ଥାଟବାଟ ଦେଖାଇବାରେ ସଉକ ରଖୁଥିବା ଲୋକଙ୍କ ପାଇଁ ଏବେ ହେଜିବାର ସମୟ ଆସିଛି। କାରଣ…

ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର

ପୁରୀ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି…