Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରିବ ମାର୍ଗଶୀର, ଆସିବ ପୌଷ, ଶେଷ ପାଳି ମାଣବସା ଗୁରୁବାରରେ ଘରେ ଘରେ ମହକୁଛି ପିଠାର ମହକ

ଭୁବନେଶ୍ଵର: ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ । ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ…

୪ ଡିଗ୍ରୀରେ ଥରୁଛି ଜି.ଉଦୟଗିରି : ୧୦ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ  । ପ୍ରବଳ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କିଏ ସକାଳୁ ବ୍ୟାୟାମ କରୁଛି ତ କିଏ ନିଆଁ ପୁଇଁ ହେଉଛି  । ଚା ଖଟିରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।  ଆଜି ୧୦ ଡିଗ୍ରୀ ତଳେ ରହିଛି ୧୬ ସହର  । ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ, ଘରୁ ମିଳିଲା ପୁଳା ପୁଳା ସୁନା ଗହଣା

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ବାସଭବନ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ…

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରେ ୬ଷ୍ଠ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଡିସେମ୍ବର ୨୦ ଓ ୨୧ ଦୁଇ ଦିନ ଧରି ଉତ୍ସାହର ସହ ପାଳନ ହେଉଛି । 'ଦଶାବତାର'ର ବିଷୟବସ୍ତୁକୁ ନେଇ ଏହି ଉତ୍ସବ ଏକ ଆଥଲେଟିକ୍ ମିଟ୍ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭୁବନେଶ୍ୱର ଡିଆଇଜି ତଥା…

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ…

ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୪ ହଜାର ୧୬୬ ଜଣ ନୂଆ ଶିକ୍ଷକ ଯୋଗ ଦେଲେ

ଭୁବନେଶ୍ୱର: ବୁଧବାର ଓଡ଼ିଶାର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ୪ ହଜାର ୧୬୬ ଜଣ ଶିକ୍ଷକ ଯୋଗ ଦେଇଛନ୍ତି। ଏମାନଙ୍କୁ ସାମିଲ କରିବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 'ନିଯୁକ୍ତି ପର୍ବ'ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ…

ଆଇଏଏସ ଆଶାୟୀଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ଦେଇ ହୃଦୟ ଜିତିଲେ ରାଜ୍ୟପାଳ

ମାଲକାନଗିରି: ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ରାଜ୍ୟପାଳ ରଘୁବର ଦାସ ଜଣେ ଆଇଏଏସ୍ ଅଫିସର ହେବାର ଇଚ୍ଛା ପୂରଣ କରିବା ପାଇଁ ଆର୍ଥିକ ସଙ୍ଘର୍ଷ କରୁଥିବା ଜଣେ ଝିଅଙ୍କୁ ଭେଟିଛନ୍ତି। ତାଙ୍କ ସଙ୍ଘର୍ଷରେ ମର୍ମାହତ ହୋଇ ରାଜ୍ୟପାଳ ବୁଧବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ…

‘ବିଜେଡିର ବିକଳ୍ପ ବିଜେପି, ବୈଠକରେ ଦୁର୍ନୀତିଗ୍ରସ୍ତ ସରକାର ବାବଦରେ ଆଲୋଚନା ହେବ’

ଭୁବନେଶ୍ୱର: "ମିଶନ-୨୦୨୪"ର ଅଂଶବିଶେଷ ସ୍ୱରୂପ ଓଡ଼ିଶାର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକମାନେ ନୂଆଦିଲ୍ଲୀରେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ରାଜ୍ୟ ସରକାରଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ବିଷୟରେ ଆଲୋଚନା କରିବେ। ଯାହାକୁ ସେମାନେ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଦାବି…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଓଡ଼ିଶାର ମାଟ୍ରିକ ଡ୍ରପଆଉଟ ତଥ୍ୟକୁ ଖାରଜ କଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ମାଟ୍ରିକ ଡ୍ରପ ଆଉଟକୁ ନେଇ ଦେଇଥିବା ବୟାନକୁ ନେଇ ଓଡ଼ିଶା ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହାର ଜବାବ ଦେଇଛନ୍ତି ଏବଂ…