Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ୭ ଆହତ ସ୍କୁଲ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନଏଚଆରସିଙ୍କ ନିର୍ଦ୍ଦେଶ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅର୍ଜୁନବିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ଆହତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଛାତ୍ରଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ।…

ନୟାଗଡ଼: ରାମ ମନ୍ଦିର ଅଭିମୁଖେ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୧୫ ଜଣ ଆହତ

ନୟାଗଡ଼: ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୨୦ ଜଣଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଏକ ସଂକୀର୍ଣ୍ଣ ଓ ଖରାପ ରାସ୍ତାରେ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ନୟାଗଡ ଭାପୁର ଅଞ୍ଚଳର ଫତେଗଡ଼ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ରାମ ମନ୍ଦିର ଏକ ପାହାଡ଼ ଉପରେ ତିଆରି ହୋଇଛି ।…

ପ୍ରବଳ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ। ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇଯିବାରୁ ବନ ବିଭାଗ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ…

ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ଅଭିଯୋଗରେ ବସ୍ କଣ୍ଡକ୍ଟରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ଅଭିଯୋଗରେ ଜଣେ ବସ୍ କଣ୍ଡକ୍ଟରଙ୍କୁ ପୁଲିସ ଗିରଫ କରିଛି। ଭଦ୍ରକ ଜିଲ୍ଲା ନାଇକାନିଡିହି ଥାନା ସନା ହାଭେଲିସାହି ଗ୍ରାମର ସମରେନ୍ଦ୍ର ବିଶ୍ୱାଳ(୫୩)ଙ୍କୁ ବାଲେଶ୍ୱର ବସ୍ ଷ୍ଟାଣ୍ଡ ନିକଟରୁ…

ଶ୍ରୀମନ୍ଦିର ପରିକ୍ରମା ଓ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କଲେ ବିଜେପି ସାଂସଦ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯାନରେ ଯୋଗଦେଇ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ…

ଜେଏସପି ଫାଉଣ୍ଡେସନ ଓଡ଼ିଶାର ୯୧ ପରିବାର ସମେତ ୪୪୯ ପରିବାରକୁ କଲା ଆବାସ ସହାୟତା ପ୍ରଦାନ

ଭୁବନେଶ୍ୱର: ଜେଏସପି ଫାଉଣ୍ଡେସନ ପକ୍ଷରୁ ଆଶିଆନା ନାମକ କାର୍ଯ୍ୟକ୍ରମରେ ୧୧ଟି ରାଜ୍ୟର ୪୪୯ ଜଣ ଗରିବ ପରିବାରଙ୍କୁ ଆବାସ ସହାୟତା ପ୍ରଦାନ କରାଯାଇଛି। ଜେଏସପି ଫାଉଣ୍ଡେସନଅଧ୍ୟକ୍ଷ ଶାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ କରି ମନୋନୀତ ପରିବାରକୁ ଆର୍ଥିକ ସହାୟତା…

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଲୋକାର୍ପିତ ହେଲା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ହେବ ।ଏହି କ୍ୟାମ୍ପସ୍‌ରେ ସବୁ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ…

ବିଭାଗୀୟ ପତ୍ରାଳାପରେ ବ୍ୟବହାର ହେବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଲୋଗୋ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ । ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ…

ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ, ସମ୍ବୋଧିତ ସଭା ପାଇଁ କମିଟି ଗଠନ କଲା…

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ ସାଧାରଣ ସଭା ପାଇଁ  ପିସିସି ସଭାପତି ଶ୍ରୀ ଶରତ…

ଶ୍ରୀରାମ ଧ୍ୱନୀରେ କମ୍ପିଲା ବଡଦାଣ୍ଡ, ଶ୍ରୀକ୍ଷେତ୍ରରେ ଗଡିଲା ରାମରଥ

ପୁରୀ: ଶ୍ରୀକ୍ଷେତ୍ରରେ ନଗର ପରିକ୍ରମା କଲା ରାମରଥ । ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ବଡଦାଣ୍ଡ । ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଥିବା ବେଳେ ସାରା ଦେଶ ଏବେ ରାମମୟ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସହ ଉତ୍ସବ ମନାଯାଉଛି ।ଏହି ଅବସରରେ ଆଜି…