Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା, ଦୁଇ ଅଟକ

ରାୟଗଡ଼ା – ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା । ମୃତକ ଜଣକ ହେଉଛନ୍ତି ପ୍ରମୋଦ କିଲାକା (୨୧) । ନିଜ ମାମୁଁ ଝିଅ ଭଉଣୀଙ୍କୁ ସ୍କୁଟିରେ ନେଇ ସ୍କୁଲରୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ବିଲ୍ ପାସ୍ କରି ଦେବା ପାଇଁ ସେ ଏହି ଟଙ୍କା ନେଉଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।…

ଓୟୋ ପ୍ରତିଷ୍ଠାତା ନିଜ ରାଜ୍ୟରେ ଖୋଲିଲେ ମାଗଣା ସ୍ବାସ୍ଥ୍ଯସେବା

ଭୁବନେଶ୍ୱର: ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରଓ୍ବାଲ ଆସନ୍ତା ବର୍ଷକ ମଧ୍ୟରେ ନିଜ ରାଜ୍ୟ ଓଡ଼ିଶାରେ ୫ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ଏହି କେନ୍ଦ୍ରଗୁଡ଼ିକ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବ…

ଆପାର୍ଟମେଣ୍ଟରେ ଲୁଟକୁ ରୋକିବାକୁ ଘରୋଇ ସିକ୍ୟୁରିଟି ସଂସ୍ଥାର ସହଯୋଗ ନେଲା ପୋଲିସ

ଭୁବନେଶ୍ୱର: ଆପାର୍ଟମେଣ୍ଟରେ ଘଟୁଥିବା ଚୋରି ଏବଂ ଲୁଟକୁ ରୋକିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର କମିସନରେଟ୍ ପୁଲିସ ଶୁକ୍ରବାର ପ୍ରାୟ 50ଟି ଘରୋଇ ସୁରକ୍ଷା ସଂସ୍ଥାର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ସହରରେ ବନ୍ଦ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍…

ଓଡ଼ିଶା ଆଇପିଏସ ସ୍ତରରେ ଅଦଳବଦଳ: ବି ରାଧିକା ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ, ଅନ୍ୟମାନଙ୍କୁ ମିଳିଲା ନୂଆ…

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆଇପିଏସ) କ୍ୟାଡରର ଏକ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ଦିନ ବି. ରାଧିକାଙ୍କୁ ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ…

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ମୁଁ ମରିବି ପଛେ, ଡରିବିନି; ସାହସ ଅଛି ତ ସାମ୍ନାକୁ ଆସ- ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ…

ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ

ଭୁବନେଶ୍ଵର: ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ । ମୁହଁ ବାହାର କରିପାରୁନଥିବାରୁ ଛାଟିପିଟି ହେଉଛି ଗୋଧୀ । ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଧୀଟିକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପ ଲାଇନ । ଗୋଧୀର…

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ…

ସିଂହଦ୍ବାରରେ ମହାପ୍ରଭୂଙ୍କ ମୂଷିକ ଭକ୍ତ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର। ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଠାକୁର ।  ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସନ୍ତି  । କେବଳ ମନୁଷ୍ୟ ନୁହଁନ୍ତି , ଦେବତା, ଦାନବ, ଯକ୍ଷ ଯେପରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ…