Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଅମଲା କର୍ମଚାରୀ

ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ  ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି  । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି  ଅମଲା କର୍ମଚାରୀ   । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ …

ଜଗିଥିଲେ ତିନି ଜଣ ପୋଲିସ; ସମସ୍ତଙ୍କୁ ଚକମା ଦେଇ ଖସିଗଲା କଏଦୀ

କଟକ: ପୋଲିସକୁ ଚକମା ଦେଇ ଛୁ ମାରିଲା କଏଦୀ । ମହିଳା ବେଶ ପକାଇ ଖସିଗଲା, କେହି ଜାଣି ପାରିଲେନି ।   କଟକ ବଡ ମେଡିକାଲରେ ଦେଖିବାକୁ ମିଳିଛି ଏପରି ଘଟଣା । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ସାଜନ ଦାସ । ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ…

ଆଉ ସହି ହେଉନି ନିର୍ଯାତନା, ଇଚ୍ଛାମୃତ୍ୟୁ ଅନୁମତି ଦିଅନ୍ତୁ-ରାଷ୍ଟ୍ରପତିଙ୍କୁ ଏମିତି ଭାବବିହ୍ୱଳ ଚିଠି ଲେଖିଲେ…

  ଭୁବନେଶ୍ୱର: ମୁଁ ଜଣେ ଗୃହରକ୍ଷୀ । ଏ ଦେଶର ନାଗରିକ । ମୁଁ ନିଜ ଥାନା, ଓଡ଼ିଶା ହାଇକୋର୍ଟଙ୍କଠାରୁ ନ୍ୟାୟ ପାଇଲିନି । ସୁପ୍ରିମକୋର୍ଟ ନ୍ୟାୟ ଦେଲେ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏବେ ମୁଁ ମୋର ପରିବାର ପୋଷିବାକୁ ଅକ୍ଷମ । ମୁଁ ଏବେ ଅସହାୟ । ମୋର ନ୍ୟାୟ ପାଳିକା, ଆଇନ ବ୍ୟବସ୍ଥା,…

ବାହାରିଲା ଓଜେଇଇ ପରୀକ୍ଷା ଫଳ; ଜାଣନ୍ତୁ, କିଏ ହେଲେ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିଛନ୍ତି । । ୫୫୯୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୭୮୩ ଜଣ ପାଇଛନ୍ତି ରାଙ୍କ ।  ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇର୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

ପୋଲିସକୁ ଖୋଲା ଚାଲେଞ୍ଜ: ଥାନା ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା

ପାରାଦୀପ: ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ହତ୍ୟାକାଣ୍ଡ । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେଲେ ପୋଲିସ ଏହାର ସାମାନ୍ୟ ଟେର ପାଇ ନାହିଁ । ପାରାଦୀପ ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ…

ରାଜ୍ୟରେ ଖୋଲିବ ଆଉ ଏକ ଘରୋଇ ମେଡିକାଲ କଲେଜ, ଏନଏମସି ଦେଲା ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ ବା ଏନଏମସି ଅନୁମତି ପ୍ରଦାନ କରିଛନ୍ତି। ଏହି ନୂଆ କଲେଜଟି ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ୍ରିମ୍ସ କଲେଜ ଖୋଲିବ। ଯାହାର ନାମ ରହିବ ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ୍…

ନବରଙ୍ଗପୁର ଆଇଟିଆଇରେ ଝୁଲନ୍ତା ଅବସ୍ଥାରେ ମହିଳା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ଗୁରୁବାର ଏକ ଆତ୍ମହତ୍ୟା ଘଟଣା ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ଜୟଲକ୍ଷ୍ମୀ ହେମ୍ବ୍ରମ ନାମକ ଜଣେ ଆସିଷ୍ଟାଣ୍ଟ ଟ୍ରେନରଙ୍କୁ ଏହି ଶିକ୍ଷାନୁଷ୍ଠାନର ଲାଇବ୍ରେରୀରେ ଝୁଲନ୍ତା ଅବସ୍ଥାରେ…

ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର ହେଲା ଯୁବକର ମର ଶରୀର, ବନ କର୍ମଚାରୀଙ୍କ ଗୁଳିରେ ପ୍ରାଣ ହାରିଥିବା ଅଭିଯୋଗ

ମୟୂରଭଞ୍ଜ: ଗୁରୁବାର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତଦେହ ଶିମିଳିପାଳ ଜଙ୍ଗଲ ଭିତରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗିରିପୋଷି ଥାନା ତାଳବନ୍ଧ ଫରେଷ୍ଟ ରେଞ୍ଜ ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ ଯିଏକି ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଆଉ…

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେବା ସହ ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ।…

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର କ୍ୟାମ୍ପସରେ ଭୌଗଳିକ କର୍ମଶାଳା

ଭୁବନେଶ୍ୱର: ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣୀ କ୍ୟାମ୍ପସ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାକୁ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ ଓ ଡିନ୍ ଡକ୍ଟର ସୁଜତା ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ ।…