Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟ୍ ରୁ ଲୁଟ୍, ତଦନ୍ତ ଜାରି

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଏବେ କିଛି ଦିନ ହେବ ଲୁଟେରାଙ୍କ ଟାର୍ଗେଟରେ ରହିଛି ଭୁବନେଶ୍ବରର ବଡ ବଡ ଆପାର୍ଟମେଣ୍ଟ । ଲୋକେ ପୂର୍ବରୁ ଆପାର୍ଟମେଣ୍ଟରେ ରହିବାକୁ ଅତି ସୁରକ୍ଷିତ ମନେ କରୁଥିବାବେଳେ, ଏବେ କିନ୍ତୁ ଏହାକୁ ଅସୁରକ୍ଷିତ ମନେ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ; ୧୨ ବାଇକ ଜବତ, ଜଣେ ଗିରଫ

ସୋନପୁର: ସୋନପୁରରେ ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ । ଘଟଣାରେ ଜଣେ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋର ଜଣକ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀ । ଚୋର ନିକଟରୁ ୧୨ ଟି ଚୋରି ବାଇକ୍ ଜବତ କରିବାକୁ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି…

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ…

ଜେଲରୁ ବାହାରିବା ପରେ ଅର୍ଚ୍ଚନାଙ୍କ ଦମ୍ଭୋକ୍ତି: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସମସ୍ତଙ୍କର ପୋଲ୍ କୋର୍ଟରେ…

ଭୁବନେଶ୍ୱର: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । ମୁଁ ସମସ୍ତଙ୍କର ପୋଲ ଖୋଲିବି । ସବୁ କଥା କହିବି । ସବୁ ତଥ୍ୟ ପ୍ରମାଣ ଦେବି । ହେଲେ କୋର୍ଟଙ୍କ ପାଖରେ । ଜେଲରୁ ବାହାରିବା ପରେ ଆଜି ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ହନିଟ୍ରାପ ଏବଂ…

ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ; ଆସନ୍ତା ୧୫ ଯାଏଁ ରହିବ ଶୀତର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଫଳରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଅନେକ ଦିନ ହେବ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ, ଏଯାଏଁ ଟିକିଏ ହେଲେ ଶୀତ ଅନୁଭୂତ ହୋଇନଥିଲା । ହେଲେ ଗତ ଦୁଇ ରୁ ତିନି ଦିନ ହେବ ହଠାତ୍ ଶୀତ ଅନୁଭୂତ…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା କାର, ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ପିଟିଲା ହେଲା କାର୍ । ଦୁର୍ଘଟଣାରେ ୨ ମୃତ ଅନ୍ୟ ଦୁଇ ଗୁରୁତର । ଚିକିତ୍ସା ପାଇଁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଆଜି ସକାଳୁ ପଶ୍ଚିମବଙ୍ଗ ରୁ ପୁରୀ ଯାଉଥିବା ଏକ କାର୍…

ହନିଟ୍ରାପ୍ ମାମଲା: ୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜାମିନ ରେ ଜେଲରୁ ବାହାରିଛନ୍ତି । ସକାଳୁ ଅର୍ଚ୍ଚନାଙ୍କୁ ନେବା ପାଇଁ ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ । ଜେଲରୁ ବାହାରିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା…

ଭୁବନେଶ୍ୱରରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଆହୁରି ବିସ୍ତାର ହେବ ଆଇଟି ଇକୋସିଷ୍ଟମ । ଯାହାକୁ ନେଇ ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । EY ଟେକ୍ନୋଲୋଜି ସେଣ୍ଟର ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ଏହା ନିଶ୍ଚିତତା,…

ସକରାତ୍ମକ ମନୋଭାବ ଜାଗ୍ରତ ପାଇଁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସ୍ଥାନିତ ହେଲେ ମହିଳା ଡ଼ାକ୍ତର

ଭୁବନେଶ୍ୱର: ସମ୍ମାନଜନକ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନୀତ ହେଲା ଓଡ଼ିଆ ମହିଳା ଡାକ୍ତର ଚିଦାତ୍ମିକା ଖଟୁଆଙ୍କ ନାମ । ଏଥ ସହିତ ମଧ୍ୟ ତାଙ୍କୁ ମିଳିଲା ଏଲଓଏସଡ଼ି ଏକ୍ସଲେନ୍ସ ପୁରସ୍କାର ୨୦୨୩ । ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ସକାରାତ୍ମକ ଭାବନା ତିଆରି କରିବା କ୍ଷେତ୍ରରେ ନିରନ୍ତର…

ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଲେ ୟୁଭାନିକା

ବୟସ ମାତ୍ର ୩ ବର୍ଷ ୩ ମାସ; କିନ୍ତୁ ଏତେ କମ ବୟସରେ ସେ ଅନେକ ପ୍ରଶ୍ନର ଉତ୍ତର ସହଜରେ ମନେରଖିବା ସହିତ କହିବି ପାରୁଛନ୍ତି । ଏହି କାରଣରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ମିଳିଛି ସ୍ୱତନ୍ତ୍ର ସ୍ଥାନ । ଏହି କୁନି ପ୍ରତିଭା ଜଣକ ହେଲେ ଆରଭି ୟୁଭାନିକା । ଆରଭିଙ୍କ ମୁହଁରେ ଅଛି ଭାରତର…