Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଧୋଇବା ବେଳେ କେନାଲରେ ବୁଡ଼ି ୨ ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁ ଦେଇ ଯାଇଥିବା ସମଲ୍ ବ୍ୟାରେଜର ଦକ୍ଷିଣ ଶାଖା କେନାଲରେ ବୁଡ଼ି ଯାଇ ସେହି ଗାଁର ୨ ନାବାଳକ ପ୍ରାଣ ହରାଇଛନ୍ତି ।…

ଲାଞ୍ଚ ନେବାବେଳେ ଆକାଉଣ୍ଟାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ବିଭାଗ ବରିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅବସରକାଳୀନ ଭତ୍ତା ସହ ସମସ୍ତ କାଗଜପତ୍ର କରିଦେବାପାଇଁ ସେ ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇ ବିଜେଡି ସରକାରର ବଡ ଘୋଷଣା । ଚାକିରିରେ ଥାଇ ମୃତ୍ୟୁ ବରଣ କଲେ ମିଳିବ ୧୦ ଲକ୍ଷ । ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ପ୍ରସ୍ତାବକୁ…

ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ

ପୁରୀ : ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ । ସ୍ୱତନ୍ତ୍ର ନୀତିକାନ୍ତି ସହ ଶ୍ରୀମନ୍ଦିରରେ ପାଳିତ ହେବ ରୁକ୍ମଣୀ ବିବାହ । ସିଂହଦ୍ୱାର ସମ୍ମୁଖରେ ବାଜୁଛି ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା । ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ବିଧି ଅନୁସାରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ…

ବାହାରିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର: ବାହାରିଲା ଯୁ୍କ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରାଯାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର…

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:tସଭିଏଁ ପଢିବେ..ସଭିଏଁ ବଢିବେ ଏହି ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟର ସମିସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।   ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା…

ପଥର ଖାଦାନରେ ଦୁର୍ଘଟଣା; ଶିଶୁ ଶ୍ରମିକ ସମେତ ୩ ମୃତ

ଯାଜପୁର: ପଥର ଖାଦାନରେ ଦୁର୍ଘଟଣା । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଚାପି ହୋଇଗଲେ ଶ୍ରମିକ । ଫଳରେ ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି  ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ  । ରଙ୍ଗା, ଗଙ୍ଗା ଲୁଣିବର କଳା ପଥର…

ଅଟୋ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,୨ଗୁରୁତର

ପୁରୀ : କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋରେ ପିଟିଲା ବାଇକ୍‌ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ…

ଅମିତ ଗର୍ଗ ହେଲେ ଟିପିଏସ୍‌ଓଡିଏଲ୍‌ ନୂଆ ସିଇଓ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହେଲେ ଅମିତ ଗର୍ଗ।  ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ। ୨୦୨୩…

ଜାଲ୍ ଶିକ୍ଷକଙ୍କୁ ୨୬ ବର୍ଷର ଦରମା ଫେରାଇବାକୁ ୟୁପି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଶାରେ ହେବ କି ସମାନ…

ନୂଆଦିଲ୍ଲୀ/ଭୁବନେଶ୍ୱର: ୟୁପିର ଗ୍ରେଟର ନୋଏଡ଼ାର ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଜ ଚାକିରିକୁ ସୁରକ୍ଷିତ କରିବା ପାଇଁ ନକଲି ମାର୍କସିଟ୍ ବ୍ୟବହାର କରିବା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଜାରଚା ଥାନା ଅନ୍ତର୍ଗତ ପତ୍ରାହି ଗାଁର…