Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ଶାସନରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି…

ଓମକୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି

ଯାଜପୁର : ବୁଦ୍ଧି ଥିଲେ ଉପାୟ ଆପେ ଆସେ  । ଅସୁବିଧା ସମୟରେ ଉପସ୍ଥିତ ବୁଦ୍ଧି ଆମକୁ ବଡ ବିପତ୍ତିରୁ ରକ୍ଷା କରିଥାଏ  । ସେମିତି କିଛି ଘଟଣା ଘଟିଛି ଓମ୍ ସହିତ  । ନିଜର ଉପସ୍ଥିତ ବୁଦ୍ଧି ଆଜି ଓମକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷା କରିଛି । ଓମ୍ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା…

ଫସଲ ଅମଳ ପରେ ଚାଷ ଜମିରେ ପାଳ ପୋଡନ୍ତୁ ନାହିଁ: ଏନସିନଏଫ୍

ଭୁବନେଶ୍ବର: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଚାଷ ଜମିରେ ହ୍ରାସ ପାଉଥିବା ଉର୍ବରତା କୁ ଦୃଷ୍ଟିରେ ରଖି ଓଡିଶାରେ ଯେପରି ଏହି ଅବସ୍ଥା ସୃଷ୍ଟି ନହୁଏ ସେନେଇ ଚାଷ ବିଶେଷଜ୍ଞ ମାନେ ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ଏବେ ଧାନ ଫସଲ କାଟି ଅମଳ କରିବାର ସମୟ ହୋଇଥିବାବେଳେ, ସବୁ ସ୍ଥାନରେ…

କାହା ସ୍ବାର୍ଥରେ ମନରେଗା ଯୋଜନା ? ଅଡିଟ୍ ବେଳେ ଧରାପଡିଲା ସତ

ନୂଆପଡା :  ମନରେଗା ଯୋଜନାରେ ମହାଘୋଟାଲା । ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି  । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚୁନି ।  ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ଅର୍ଥ ହେରଫେର ଓ ମନରେଗା କାମରେ…

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା…

ରେଳ ଧାରଣାରେ ଲାଗିଗଲା ଗୋଡ, ମୁକୁଳିବାକୁ ଚେଷ୍ଟା କରୁଥିଲେ… ମାଡ଼ି ଆସିଲା ମୃତ୍ୟୁଦୂତ

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା । ସେ ଦେଖୁଛନ୍ତି ମୃତ୍ୟୁ ଦୂତ…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ, ଭୟରେ ଗ୍ରାମବାସୀ

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ…

ଟଙ୍କା ଗଣି ଗଣି ହାଲିଆ ହେଲାଣି ଆଇଟି ବିଭାଗ, ୩୦୦ କୋଟି ପାର କରିବା ଆଶଙ୍କା

ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର ମୂଲ୍ୟ ୩୦୦ କୋଟି ପାର କରିବା…

‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ

ଭୁବନେଶ୍ୱର: ରାଜ୍ୟ ସରକାର 'ମୋ ବସ୍' ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା…