Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ମୋଟ ୧୮ ଜଣଙ୍କୁ ବଦଳି କରାଯାଇଛି । କେନ୍ଦୁଝର ଏସପି ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚର ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ସେହିଭଳି ୨୦୧୧ ବ୍ୟାଚର…

ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ୫୦ କେଜି ଫଳ ଜବତ

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଆଜି ବିଏମସିର…

ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର

ଭୁବନେଶ୍ୱର: ଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା ଶଙ୍କର ଦାସ । ଜଣେ ଫାର୍ମାସିଷ୍ଟ ତାଙ୍କ ଔଷଧ ଦୋକାନର ନାଁ ବଦଳାଇବା ଲାଗି ଆବେଦନ କରିଥିଲେ । ଆଉ ଉକ୍ତ ଫାଇଲକୁ…

ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ମୋ ବସ

ଭୁବନେଶ୍ୱର:ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ମୋ ବସ । ଏହି ତିନି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତାର ସେବାକୁ ସଂପ୍ରସାରଣ କରିବାକୁ ଯାଉଛି । ଏହି ସେବାରେ ଯୋଡି ହେବ ଆଉ ୩ ଜିଲ୍ଲା । …

ଆଉ ଦୁଇ ବନ୍ଦେ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ପୁରୀରୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ୮ ହଜାର କୋଟିର ଏହି ଅତ୍ୟାଧୁନିକ ଟ୍ରେନ  ପୁରୀରୁ ହାୱଡା ଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମୋଡରେ…

ପୁରୀରୁ ହାୱଡ଼ା ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ; ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ପୁରୀ:  ଦୀର୍ଘଦିନର ପ୍ରତିକ୍ଷା ପରେ ଶେଷରେ ପୁରୀରୁ ଗଡିଲା ବନ୍ଦେ ଭାରତ ଟ୍ରେନ ।  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଆଜି ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ (22895/22896)କୁ ଲୋକାର୍ପଣ କରିଛନ୍ତି । ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ-ହାଓଡା ଗଡିଛି । ୮…

ଏବେ ବନ୍ଦେ ଭାରତ; ଆସନ୍ତା ଜାନୁଆରୀରେ ବନ୍ଦେ ମେଟ୍ରା; ପ୍ରତିଶ୍ରୁତି ଦେଲେ କେନ୍ଦ୍ର ମନ୍ତ୍ରୀ

ପୁରୀ:  ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ପରେ ବନ୍ଦେ ସ୍ଲିପର ଏବଂ ବନ୍ଦେ ମେଟ୍ରୋ ମଧ୍ୟ ଓଡ଼ିଶାରେ ଗଡିବ । ଆଗାମୀ ଜାନୁଆରୀ ସୁଦ୍ଧା ବନ୍ଦେ ମେଟ୍ରୋ ଗଡିବ ବୋଲି ଆଜି ପୁରୀରେ କେନ୍ଦ୍ର ରେଳ ମନ୍ତ୍ରୀ…

ଜଳିଲା ସହର; ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର:ଖରାତାତିରେ ଜଳୁଛି ୨ ସହର । ପୂର୍ବାହ୍ନ ସାଢେ ୧୧ଟା ସୁ୍ଦ୍ଧା ରାଜ୍ୟର ୨ ସହରର ତାପମାତ୍ରା ୪୦ ଟପିଲା  । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏହି ଦୁଇ ସହର ହେଉଛି ଝାରସୁଗୁଡା ଓ ସମ୍ବଲପୁର । ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦.୪…

ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ପୁରୀ: ଆଜି ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୩୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଏକ୍ସପ୍ରେସକୁ ଭିଡିଓ କନ୍ଫେରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଣୁ ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଯୋଡ଼ା : ଚମ୍ପୁଆ ରେଞ୍ଜ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ହାତୀ । ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ…