Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ ସମାରୋହ: ଜାନୁଆରୀ ୭ ଯାଏ ଚାଲିବ କାର୍ଯ୍ୟକ୍ରମ 

ଭୁବନେଶ୍ବର: ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ। ଜାନୁଆରୀ ୧ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେବ। ନାଗରିକଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ଏହି ସପ୍ତାହ ପାଳନ କରାଯାଉଛି। ଏହାର ବିଷୟବସ୍ତୁ…

ନୂଆବର୍ଷରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଲୋକାଭିମୁଖୀ ହେବାକୁ ଆଇ.ଆଇ.ସି ଓ ଏସିପିଙ୍କୁ ପରାମର୍ଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। । ନୂଆବର୍ଷ ପାଇଁ ପୋଲିସ ସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ନିର୍ବାଚନୀ…

ନବବର୍ଷ ୨୦୨୩: ନୂଆବର୍ଷ ଉପଲକ୍ଷେ ଜନ ସମୁଦ୍ର ତିଖାଲି ପର୍ଯ୍ୟଟନ କ୍ଷେତ୍ର

ନୂଆପଡା: ଇଂରାଜୀ ନବବର୍ଷ ୨୦୨୪କୁ ଆବାଳ ବୃଦ୍ଧବନିତା ହର୍ଷ ଉଲ୍ଲାସ ସ୍ୱାଗତ କରୁଥିବା ବେଳେ ଏହାର ବିଶେଷ ପ୍ରଭାବ ନୂଆପଡ଼ା ଜିଲ୍ଲାର ତିଖାଲି ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଭୋଜି ଭାତର ଆସର ସହ ଡ୍ୟାମ ପାଣି, ପାର୍କ ଦେଖିବା ସହ ବୋଟିଂର ମଜା ନେଇ ଧୁମଧାମର ସହ ନାଚଗୀତରେ…

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ…

ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଉଚିତ ଜବାବ ଦେବେ: ବିଜେପି

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟବଚ୍ଛେଦ…

ନବବର୍ଷ ୨୦୨୪: ଜଗତସିଂହପୁରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର: ସରିଯାଇଛି ପୁରୁଣା ବର୍ଷ ୨୦୨୩ । ପୁଣି କିଛି ନୂଆ ଆଶା ନୂଆ ଉଦ୍ଧିପନା ନେଇ ପାଦ ଥାପିଛି ନବବର୍ଷ ୨୦୨୪ । ଇଂରାଜୀ ନବବର୍ଷ ୨୦୨୪ର ସ୍ଵାଗତ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠ ଏବଂ ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର…

ନୂଆବର୍ଷରୁ ନୂଆନିୟମ; ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟଖା ଓ ପ୍ଲାଷ୍ଟିକ ମନା, ଓମଫେଡ୍ ଘିଅ ରେ ରନ୍ଧାହେବ କୋଠଭୋଗ

ଭୁବନେଶ୍ବର: ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ପ୍ରଥମେ ଶ୍ରୀମନ୍ଦିର ପରେ ଏବେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଗୁଟ୍‌ଖା, ପାନ, ସିଗାରେଟ୍‌ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ । ଖାଲି ସେତିକି ନୁହେଁ  ଏଣିକି ଓମଫେଡ୍ ଘିଅ…

ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ଦୁଇ ବର୍ଷ ପୂର୍ବେ ପାଣ୍ଡିଆନଙ୍କୁ କହିଥିଲି: ସମ୍ବିତ ରାଉତରାୟ

ଭୁବନେଶ୍ୱର: ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଫାଇଭ ଟି ସଚିବ ଏବଂ ଏବେର ଫାଇଭ ଟି ଅଧ୍ଯକ୍ଷଙ୍କୁ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ କହିଥିଲେ ବୋଲି କହିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଆଜି ଦାମ ରାଉତଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ…

ହାଇଟେକ୍ ଟ୍ରାଜେଡି: ସ୍ଵାମୀର ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ସ୍ଵାମୀର ମୃତ୍ୟୁ ସହି ନପାରି ଆତ୍ମହତ୍ୟା କଲେ ସ୍ତ୍ରୀ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଥିଲେ ଜଣେ ଆହତ । ମୃତକ ଜଣଙ୍କ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ । ସେପଟେ କିନ୍ତୁ ସ୍ଵାମୀର ମୃତ୍ୟୁ…

ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଜିର ଦିନ ଓଡ଼ିଶା ଇତିହାସରେ ରହିବ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଦେଇ କଟକକୁ ସହଜରେ ପରିବହନ ସୁବିଧା ଯୋଗାଇ…