Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ହେଲା ଜିଓ ଏୟାରଫାଇବର୍ ସେବାର ଶୁଭାରମ୍ଭ, ଭୁବନେଶ୍ୱର ଓ କଟକରେ ହେଲା ଲାଇଭ୍

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ଆଜି ଓଡ଼ିଶାରେ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ସ୍ମାର୍ଟ ହୋମ୍‌‍ ସେବା ଏବଂ ହାଇ-ସ୍ପିଡ ବ୍ରଡ୍‌‍ବ୍ୟାଣ୍ଡ୍‌‍ ସମନ୍ୱିତ ଏଣ୍ଡ୍‌‍-ଟୁ-ଏଣ୍ଡ୍‌‍ ସମାଧାନ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ…

ପବିତ୍ର ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ଗୋପାଳଜୀଉ ମନ୍ଦିର

ପୁରୀ: ଆଜି ପବିତ୍ର ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ପୂର୍ବବର୍ଷ ଭଳି ରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା ରହିଥିବା ବେଳେ…

ସରକାରଙ୍କ ଜିଦି ନବାବ ହୁସେନ ଶାହଙ୍କଠୁ ବଳିଗଲା: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଶ୍ରୀମନ୍ଦିର ଦର୍ଶନ ପାଇଁ ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ନ ଆସନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ତାତିଛନ୍ତି ବିରୋଧୀ । କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରଙ୍କ ଜିଦ୍ ନବାବ ହୁସେନ ଶାହଙ୍କ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର, ୨ମୃତ, ୧୨ ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର । ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଉଛନ୍ତି ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର…

ସରକାର ଧର୍ମ ବିରୋଧୀ, ତେଣୁ ପଞ୍ଚୁକ ପୂର୍ବରୁ ଶ୍ରୀମନ୍ଦିର ଦର୍ଶନକୁ ମନା କରୁଛନ୍ତି: ବିଜେପି

ଭୁବନେଶ୍ୱର: କି ଦୁର୍ଭାଗ୍ୟ ଏ ଓଡ଼ିଆ ଜାତିର  ? ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟ ହୋଇଗଲା  । ହଜାର ବର୍ଷର ମଠ ସବୁକୁ ଭାଙ୍ଗି ଦିଆଗଲା  ।  ଏବେ କୁହାଯାଉଛି ଯେ ଭକ୍ତ ଆସନାହିଁ  ।  ଏତେ ବଡ଼ ମନ୍ଦିର କରିଥିବା ଜାତିର ଲୋକଙ୍କୁ କୁହାଯାଉଛି ଯେ ମନ୍ଦିରକୁ ଆସନାହିଁ  । ଏହାଠାରୁ ଆଉ…

ଗୋଟିଏ ସମୟରେ ଗୋଟିଏ ଟ୍ରାକରେ ଆସୁଥିଲା ୩ ଟ୍ରେନ..

ରାଉରକେଲା: ଅଳ୍ପକେ ଟଳିଗଲା ଏକ ବଡ ଟେ୍ନ ଟ୍ରାଜେଡି । ବର୍ତ୍ତିଗଲା  ୩ଟି ଟ୍ରେନ୍ । ଗୋଟିଏ ଟ୍ରାକରେ ମୁହାଁମୁହିଁ ଧକ୍କା ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ତେବେ ଭଗବାନଙ୍କ ଦୟାରୁ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ ।  ଏଭଳି ଏକ ଘଟଣା ରାଉରକେଲାରୁ ସାମ୍ନାକୁ ଆସିଛି ।…

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ, ବଡ ବାପା ନାଁରେ ଅଭିଯୋଗ

ଯାଜପୁର: ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଦୟାନିଧି ଜେନା ବସ୍ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି…

ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ମହାପ୍ରଭୁ, ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କଲା ତୁଳସୀ ରଥ

ସୋନପୁର: ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କଲା ତୁଳସୀ ରଥ । ସୋନପୁର ଜିଲ୍ଲା ବିନିକାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ତୁଳସୀ ରଥ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି । ସୋନପୁର ବ୍ଲକ ଛକ ଠାରେ ତୁଳସୀ ରଥ…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ…

ବିଧାନସଭାର ଶୀତକାଳୀନ ଅଧିବେଶନ: ଶୋକପ୍ରସ୍ତାବ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତା ମହେଶ୍ୱର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଆଣିବା ପରେ ବିରୋଧୀ ଏହାକୁ ସମର୍ଥନ…