Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ଆରୁଖ ଆହୁରି କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି ।…

ଲାଞ୍ଚ ମାଗିବା ଅଭିଯୋଗରେ ଜୁନିୟର ଷ୍ଟେନୋଗ୍ରାଫର ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଗିରଫ । ୪୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଗିରଫ କରିଛି। ଆଇଟି ବିଭାଗ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଏକ ସେଣ୍ଟରରେ ପରମାନେଟ ରିଟାୟପମେଣ୍ଟ ପାସବୁକ ନମ୍ବର…

ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି

ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର  । କେବେ କେଉଁ ଦଳକୁ ଯିବାର ନାହିଁ ।  ରୟାଲ ଟାଇଗର ମୁଁ  । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ…

ଲାଞ୍ଚ ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଅନୁଗୁଳ: ଦଣ୍ଡିତ ହେଲେ କନିଷ୍ଠ କିରାଣି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପଙ୍କଜିନି ବିଶ୍ୱାଳଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ରହିଲେ ଆଉ ୨…

‘ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ?’-ଆଦିବାସୀ ମହିଳାଙ୍କ ସରଳ ପ୍ରଶ୍ନ ଖୋଲିଦେଲା ବଡ ଗୁମର

ରାୟଗଡା: ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ? ସେ ନାଲା ଆଉ ସଦବ ମାଗି ଆସିଥିଲା । କହିଲା, ଅଫିସର ଆଜ୍ଞାମାନଙ୍କ ସହ ବାଣ୍ଟିକି ଖାଇବୁ । ଟଙ୍କା ଦେ ବୋଲି ମାଗିବାରୁ ଦେଇଛି । ତତେ ମିଳିଲା ନା ନାହିଁ ?’ ଅତି ସରଳ ଭାବେ ପଚାରିଥିଲା ଡଙ୍ଗରିଆ ଝିଅ ଟିମି ପୁଷିକା । ହେଲେ ଏହି ସରଳ ପ୍ରଶ୍ନଟି…

ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି

ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ।…

ଝାରସୁଗୁଡ଼ା ଉପନିର୍ବାଚନ, କାଲି ସକାଳ ୮ଟାରୁ ୧୪ ଟେବୁଲରେ ୧୯ ରାଉଣ୍ଡ ଗଣତି

ଭୁବନେଶ୍ୱର: ଶନିବାର କଡ଼ା ସୁରକ୍ଷା ମଧ୍ୟରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦ ତାରିଖରେ ଉପନିର୍ବାଚନ ଭୋଟ୍ ଗ୍ରହଣରେ…

୭ ଜିଲ୍ଲାରେ ବନ୍ଦ ଡାକରା ଦେଲେ ମାଓବାଦୀ; ଜାରି କଲେ ଅଡ଼ିଓ ଟେପ

ଭୁବନେଶ୍ୱର: ୧୨ ଦଫା ଦାବି ନେଇ  ଆସନ୍ତା ମେ’ ୧୫ ତାରିଖ  ୭ଟି  ଜିଲାରେ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ  । ଏ ନେଇ ସଂଗଠନ ପକ୍ଷରୁ ଏକ ଅଡିଓ ଟେପ ଜାରି କରାଯାଇଛି । ରାୟଗଡ଼ା, ଗଞ୍ଜାମ,କନ୍ଧମାଳ କଳାହାଣ୍ଡି ,ବୌଦ୍ଧ ,ଗଜପତି ଓ ନୟାଗଡ଼ ଜିଲ୍ଲାରେ ଏହି ବନ୍ଦ ଡାକରା ଦେଇଛି…

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜଣଙ୍କ ଜୀବନ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ପ୍ରାଣ । ଘର ନିକଟରେ ଥିବା ଜିଆଇ ତାରରେ ଲୁଗା ଶୁଖାଇବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା । ଶିକ୍ଷୟିତ୍ରୀଙ୍କୁ…

ଇଣ୍ଡିଆ ଟୁଡେ ମାଗାଜିନରେ ଦୂତି ଚାନ୍ଦ; ପ୍ରେମିକାଙ୍କୁ ପିନ୍ଧାଇଲେ ସିନ୍ଦୂର

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ହେଲେ ଏଥର ଖେଳକୁ ନେଇ ନୁହେଁ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛି ଦୂତି।  ଇଣ୍ଡିଆ ଟୁଡେ ମାଗାଜିନ ତାର କଭର ଷ୍ଟୋରିରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏଥିରେ ଦୂତି ତାଙ୍କ ପ୍ରମିକା ମୋନାଲିସଙ୍କୁ…