Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ…

ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ, ଉଦ୍ଧବ ଠାକରେଙ୍କୁ ଝଟକା

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି…

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି…

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ମାଓବାଦୀ । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ…

ରଥଖଳା ଅପଡେଟ୍: ସରିଲା ୩ ରଥର ୨୫ ଚକ ନିର୍ମାଣ କାର୍ଯ୍ୟ

ପୁରୀ: ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଗୁରବାର ଦିନ ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ…

ଦୀର୍ଘ ବର୍ଷ ପରେ କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଭୟ; ଟିକାକରଣ ନ ହେବାରୁ ବ୍ୟାପୁଛି ରୋଗ

କୋରାପୁଟ: ବହୁ ବର୍ଷ ପରେ କୋରାପୁଟ ଜିଲ୍ଲାରେ ହଠାତ୍ ମାଡ଼ି ଚାଲିଛି ମାରାତ୍ମକ ଆନ୍ଥ୍ରାକ୍ସ ରୋଗ। କାରଣ ଖୋଜିବାକୁ ଜିଲ୍ଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିଶେଷଜ୍ଞ ଟିମ୍। କାରଣ ଖୋଜିବା ପରେ ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି।  ଭୁବନେଶ୍ୱରୁ ଯାଇଥିବା ଆରଏମ୍‌ଆରସି ଟିମ୍‌ କହିଛି ଯେ…

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ୱର: ଚମ୍ପୁଆାର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ ।  ଆୟକର ବିଭାଗ ପକ୍ଷରୁ ଏହି ରେଡ କରାଯାଇଛି ।  ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ଜଣାଯାଇଛି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦…

ଅଟେଇ ଜଙ୍ଗଲରୁ ଗାଏବ ମହାବଳ; ଦୀର୍ଘ ୨୦ ଦିନ ହେବ କଏଦ ହେଉନି ଫଟୋ

କେନ୍ଦୁଝର: ଜଙ୍ଗଳରୁ ଗାଏବ ହୋଇଯାଇଛି ମହାବଳ। ଖୋଜି ପାଉନି ଟ୍ରାପ୍ କ୍ୟାମେରା। କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି ମହାବାଳ ବାଘ। ୨୦ ଦିନରୁ ଅଧିକ ଦିନ ହେଲାଣି ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଲଗାଯାଇଥିଲେ ବି ଏପର୍ଯ୍ୟନ୍ତ ବାଘ ଧରାପଡ଼ୁ ନାହିଁ। ମହାବଳ ବାଘ…

ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ; ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବାତ୍ୟାର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ।  ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି । ବିଭାଗୀୟ ସୂଚନା ଅନୁଯାୟୀ, ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟା ମୋକା…

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର: ବୁଧବାର ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ରାଜ୍ୟର ସଂପର୍କିତ…