Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ…

ଚାକିରି କରାଇଦେବା ନାଁରେ ଠକେଇ କରି ପାଲଟିଥିଲା ଧନୀ, ଗିରଫ ହେଲା ଦେବବ୍ରତ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ୍ ପୁଲିସ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଦେବବ୍ରତ ପଲାଇ ନାମକ ଜଣେ ଠକକୁ ଗିରଫ କରିଛି। ପୋଲିସ ଚାକିରି କରାଇଦେବା ନାଁରେ ଅନେକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ରହିଛି। ପୋଲିସ ଚାକିରି ନାଁରେ ୨୫ ଲକ୍ଷ ଟଙ୍କା ଠକି…

ଶରୀରକୁ ଜୀବାଣୁ ରଖିବ ସୁସ୍ଥ ଓ ନିରୋଗ, ‘ପ୍ରୋବାୟୋଟିକ’ର ଆବିଷ୍କାର କଲେ ଆଇଏଲଏସ ବୈଜ୍ଞାନିକ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱର, ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର, ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ…

ସୁନ୍ଦରଗଡ଼ ଓମ୍ବାଡସି ପାଣ୍ଠିରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଉପରେ ଗୁରୁତ୍ୱ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରରେ କିପରି ଏହାର ସଫଳ କାର୍ଯ୍ୟାନ୍ୱୟନ କରାଯାଇପାରିବ ସେ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳାର ଆୟୋଜନ…

ଝାରସୁଗୁଡା: ଟଙ୍କଧରଙ୍କ ପାଇଁ ପ୍ରଚାର କଲେ ଭୋଜପୁରୀ ଅଭିନେତା

ଝାରସୁଗୁଡା: ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ମନୋଜ ତିଓ୍ୱାରୀ ଝାରସୁଗୁଡା ଆସି ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ପାଇଁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ…

ଗୋପରେ ବିଜେଡିକୁ ଝଟକା ! ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ

ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି । ନିମାପଡ଼ା ବିଧାନସଭା କ୍ଷେତ୍ରରେ ଆସୁଥିବା ଗୋପ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଆସନକୁ ବିଜେଡି ଠାରୁ ଛଡ଼ାଇ ନେଇଛି ବିଜେପି । ଗୁରୁବାର ଘୋଷଣା…

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପରେ ଆଇଟିଡିଏ ଅଧିକାରୀ କୋଟିଆ ଗସ୍ତରେ, ନିରବଦ୍ରଷ୍ଟା ରାଜ୍ୟ ସରକାର!

ଭୁବନେଶ୍ୱର: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍ନ ଦୋରା କୋଟିଆ ଗସ୍ତ କରିବାର ଦିନକ ପରେ ତାଙ୍କ ସରକାରର ଆଇଟିଡିଏ ଅଧିକାରୀ କୋଟିଆ ଗସ୍ତରେ ଆସିଛନ୍ତି। ଯାହା ଆନ୍ଧ୍ର କୋଟିଆକୁ ନେଇ କେତେ ଗମ୍ଭୀର ବୋଲି ବୁଝାପଡୁଛି। ହେଲେ ରାଜ୍ୟ ସରକାର ଏ ବାବଦରେ ସେଭଳି କୌଣସି…

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ…

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚିହ୍ନଟ କରିବ ଫୁସଫୁସ୍ ରୋଗ: କିମ୍ସ ଡାକ୍ତରଙ୍କ ଗବେଷଣା

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚିହ୍ନଟ କରିବ ଫୁସଫୁସ୍ ସମ୍ବନ୍ଧୀୟ ବିଭିନ୍ନ ରୋଗ । ନିକଟରେ କିମ୍ସ ଭୁବନେଶ୍ୱରର ଶିଶୁରୋଗ ବିଶେଷଜ୍ଞ ଡା. ନିର୍ମଳ କୁମାର ମହାକୁଡ଼ ଓ ଦେଶର ଅନ୍ୟ ପ୍ରମୁଖ ଅନୁଷ୍ଠାନମାର ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଗବେଷଣାରେ ଏହି ଦାବି କରାଯାଇଛି ।…

ଓଡିଶା ଓ ଝାଡଖଣ୍ଡ ଉପରେ ନୀତିଶଙ୍କ ଆଖି !

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ବିଜେପି ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି ନୀତିଶ। ଏହି କ୍ରମରେ ନୀତିଶ…