Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ…

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ…

ଜନ୍ମମାଟିରେ ବିଭୋର ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ବି ଥିଲା ଓଡ଼ିଆ ମହକ

ବାରିପଦା: ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଯାଇଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ରାଷ୍ଟ୍ରପତି ମୟୂରଭଞ୍ଜ  ଯାଇଛନ୍ତି । ନିଜ ମାଟିରେ ଏତେ ପାଖରେ ମହାମହିମଙ୍କୁ ଦେଖି ଜିଲ୍ଲାବସୀ…

ସମୁଦ୍ରରେ ବୁଡି ପୁଣି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ; ୨ ଦିନରେ ଗଲାଣି ୪ ଜୀବନ

ପୁରୀ:ପୁଣି ପୁରୀ ବେଳାଭୂମିରୁ ଆସିଛି ଦୁଃଖଦ ଖବର । ସମୁଦ୍ର ନେଇଗଲା ଜୀବନ  ପୁରୀ ସମୁଦ୍ର ସେକ୍ଟର ୧୩ ବାଥିଂ ଜୋନରେ କ୍ୟାମେଲିଆ ହୋଟେଲ ସମ୍ମୁଖରେ ଭାସିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧଉଥିବା ବେଳେ  ଭାସିଯାଇ ଦୁଇଜଣଙ୍କର  ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳିରୁ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ…

କେଉଁଠି କେନ୍ଦ୍ରୀଭୂତ ହେବ ବାତ୍ୟା ‘ମୋଖା’ ? ଜାଣନ୍ତୁ, କ’ଣ କହୁଛି ଆଇଏମଡି ?

ଭୁବନେଶ୍ୱର: ବଙ୍ଗୋପ ସାଗରରେ ହେବାକୁ ଥିବା ବାତ୍ୟାକୁ ନେଇ ଅପଡେଟ ଖବର  । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦେଖାଦେଇଥିବା ଘୂର୍ଣ୍ଣିବଳୟ ମେ’ ୭ ତାରିଖରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଏପରି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା…

ପ୍ରଥମେ ଲୋକଟି ନିଶା ଖାଏ, ପରେ ନିଶା ତାକୁ ଖାଏ: ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଦ୍ରୌପଦୀ ମୁର୍ମୁ ଜନ୍ମମାଟିକୁ ଆସିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁରର ବାଦାମପାହାଡ଼ରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା…

ବାତ୍ୟା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ; ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ…

୭ରେ ହେବ ହାଇଭୋଲଟେଜ ପ୍ରଚାର; ମୁହାଁମୁହିଁ ହୋଇପାରନ୍ତି ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଜମୁଛି ଝାରସୁଗୁଡା ଉପ ନିର୍ବାଚନ । ପ୍ରଚାର ମଇଦାନରେ ତିନି ଦଳ । କଂଗ୍ରେସ, ବିଜେପି ଏବଂ ବିଜେଡି । ଯେତେଯେତେ ଦିନ ପାଖେଇ ଆସୁଛି  ପ୍ରଚାର ସେତେ ରୋଚକ ହେଉଛି । ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ । ପୁରା ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ…

୧୫ ଫୁଟ ତଳକୁ ଖସିପଡ଼ିଲା ଅଟୋ: ୧୫ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ଭୟାବହ ଦୁର୍ଘଟଣା । ଘାଟିରେ ଯାଉଥିବାବେଳେ ୧୫ ଫୁଟ ତଳକୁ ଖସିପଡିଲା ଅଟୋ । ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଘଟଣା ଘଟିଛି ଆଜି ସକାଳେ ।  ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ  ୧୮ ଜଣ…