Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ: ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି…

‘ସରକାର ପ୍ରତିଶ୍ରୁତି ଦେଇ ଦାବି ପୂରଣ କରୁନାହାନ୍ତି, କୌଣସି ଚେତାବନିକୁ ଡରିବୁନି’

ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ…

ଆସନ୍ତାକାଲିଠାରୁ ଜଗମୋହନ ଓ ନାଟମଣ୍ଡପ ମରାମତି ନିର୍ଦ୍ଦେଶ

କଟକ: କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ତୁରନ୍ତ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ ଏଏସଆଇ ଚାହୁଁଥିଲା । ଏଏସଆଇର ଆବେଦନକୁ ଅଗ୍ରାହ୍ୟ…

ପୁଣି ନରସିଂହ ଉଠାଇଲେ କୋଶଳ ରାଜ୍ୟ ପ୍ରସଙ୍ଗ, ନାପସନ୍ଦ କରି କଡା ଜବାବ ଦେଲେ ଭୂପିନ୍ଦର ଓ ଖାରବେଳ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଅବହେଳା କଲେ ଦୁଇ ଭାଗ ହେବ ଓଡ଼ିଶା । କିଛି ଦିନ ହେବ ଏହି ପ୍ରସଙ୍ଗ ପ୍ରଶମିତ ହୋଇଥିବା ବେଳେ ବଲାଙ୍ଗୀର ଲୋଇସିଂହାରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ କଂଗ୍ରେସ ବିଧାୟକ ଦଳର ନେତା ଏପରି କହି ପୁଣିଥରେ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି। ସେ…

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର  ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।…

ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ, ବାଟ ନ ପାଇ ବିଲରେ ନିଆଁ ଲଗେଇଦେଲେ ଚାଷୀ

ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ। ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚଷୀ କରଜ କରି ୪ ଏକର…

ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର…

ଫାଇଭ୍-ଟି ପରେ ଏବେ ଫାଇଭ-ସି ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ୫ଟି ପରେ ଏବେ ୫ସି ପରିକଳ୍ପନାକୁ ଆସନ୍ତାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଅଧିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ଏହି ଯୋଜନାର ଲକ୍ଷ୍ୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏସ୍. ଅଶ୍ୱଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି…

ପୋକ ଖାଇଗଲେ ଫସଲ; ଦୁଃଖରେ କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ବଲାଙ୍ଗିର :ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା । ଫସଲ ନଷ୍ଟ ହେବା ଦେଖି କୀଟନାଶକ ପିଇଦେଲେ ଚାଷୀ । ମିଳିଥିବା ସୂଚନା ଅନୁସାରେ,ପୁଇଁତଳା ବ୍ଲକ ବୁବେଲ ଗାଁରେ ଘଟିଛି ଏହି ଦୁଃଖଦାୟକ ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ବିଶୋଇ ଓ ତାଙ୍କ ବୟସ ୫୦ ବର୍ଷ । ଗ୍ରାମବାସୀଙ୍କ କହିବା ଅନୁଯାୟୀ,  ରମେଶ…

ଅମଳ ସମୟରେ ଭୟ ଦେଖାଇଲାଣି ବଡ ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଲଘୁଚାପ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତ ରୂପ ନେବ । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ୧୭ ତାରିଖ…