Latest Odisha News

BREAKING NEWS

Browsing Category

ଓଡିଶା

Odisha

Shital Shasthi:ଶୀତଳ ଷଷ୍ଠୀ ପାଇଁ ୧.୦୮ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ;ଭବ୍ୟତାର ସହ ପାଳନ ପାଇଁ ଏହି ନିଷ୍ପତ୍ତି

ଭୁବନେଶ୍ୱର:ଆଗକୁ ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ପ୍ରତ୍ୟେକ ବର୍ଷ ସମ୍ବଲପୁର ସହରରେ ଏହା ଧୁମଧାମରେ ପାଳିତ ହୁଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ଜଣକ ଆଉ କେହି ନୁହଁ ସେହି ଅଫିସରେ କାମ କରୁଥିବା ଜଣେ କମ୍ପ୍ୟୁଟର ବିଭାଗ କର୍ମଚାରୀ । ତେବେ ଏହି କାମରେ ଆଉ ଜଣେ…

ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା

ମାଲକାନଗିରି: ଜିଲ୍ଲାରେ ଇନ୍ଧନ ସଂକଟ ଗଭୀର ହେଉଥିବା ବେଳେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ନେଇ ଅଭିଯୋଗ ବଢ଼ିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବା ପରେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି। …

ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର ଆହୁରି କିଛି ଅଞ୍ଚଳ, ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ, କେରଳ ଏବଂ ତାମିଳନାଡୁର କିଛି ଅଂଶକୁ ଅଗ୍ରସର ହେବାର…

Private Bus Strike:ଘରୋଇ ବସ୍‌ ମାଲିକ ସଂଘଙ୍କ ଚେତାବନୀ; ଭଡ଼ା ବୃଦ୍ଧି ନିଷ୍ପତ୍ତି ନନେଲେ ବସ୍‌ ଚଳାଚଳ…

ଭୁବନେଶ୍ବର:ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ୧୦ଦିନର ଅଲଟିମେଟମ୍ ଦେଇଛି । ୧୦ ଦିନରେ ଭଡ଼ା ବୃଦ୍ଧି ନିଷ୍ପତ୍ତି ନ ନେଲେ ବସ୍‌ ଚଳାଚଳ ବନ୍ଦ ଚେତାବନୀ ଦେଇଛନ୍ତି ବସ୍‌ ମାଲିକ ସଂଘ । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ କହିଥିଲେ ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଭଡ଼ା…

ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ; ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେ ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ…

କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବାଲିଅନ୍ତା ମୃତକ ସୌମ୍ୟଙ୍କ ପରିବାର, ଦେଲେ ଖୋଲା ଚେତାବନୀ

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ତଦନ୍ତପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ଆଜି ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କରିବା ସହ ଦାବି ଜଣାଇଛନ୍ତି ମୃତକଙ୍କ ପରିବାର ଲୋକେ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଚାହୁଁଥିଲେ ଓ ଦୋଷୀଙ୍କୁ କଠୋର…

Ganja smuggling: କନ୍ଧମାଳରୁ କାଶ୍ମୀରକୁ ଗଞ୍ଜେଇ ଲିଙ୍କ୍ ;ଗିରଫ ହେଲେ ୨ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ

ଭୁବନେଶ୍ୱର:ଜମ୍ମୁ କାଶ୍ମୀରରୁ  ଦୁଇ ଗଞ୍ଜେଇ ବେପାରୀକୁ ଗିରଫ କରିଛି NCB( Narcotics Control Bureau) । ପରେ ଦୁଇ ବେପାରୀଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି NCB । ଗିରଫ ଗଞ୍ଜେଇ ବେପାରୀ ହେଲେ ବିକ୍ରମ ସିଂ ଓ ଧରମିନ୍ଦର ସିଂ । କନ୍ଧମାଳରୁ ଗଞ୍ଜେଇ ଆଣୁଥିଲେ,ଏହାକୁ ସେଓ…

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀ ସେବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ରୋଗୀ ହସ୍ପିଟାଲରେ ଆଡମିସନ ହେବାର ୩ ଦିନ ପୂର୍ବରୁ ଯେଉଁ ସବୁ ଟେଷ୍ଟ କରାଯିବ, ସେଗୁଡ଼ିକ ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ ବୋଲି…

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ କାଣ୍ଡ: ରାକେଶଙ୍କୁ ବାଡ଼େଇଲା କିଏ? ଥାନାରୁ ହସ୍ପିଟାଲ ପର୍ଯ୍ୟନ୍ତ ବଢ଼ୁଛି ରହସ୍ୟ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ପୋଲିସ ନାଁରେ ଏବେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…