Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକ , ସ୍ବାମୀ ଅଟକ

ଭୁବନେଶ୍ବର : ଯୁଗ ବଦଳିଛି , ସମୟ ମଧ୍ୟ ବହୁତ ଆଗକୁ ଯାଇଛି  । ହେଲେ ଏବେ ବି ଲୋକଙ୍କର ମାନସିକତା ବଦଳିନାହିଁ । ଆଜି ବି ରହିଛି ଯୌତୁକ ପ୍ରଥା । ଯୌତୁକ ପାଇଁ ଅନେକ ଝିଅ ଜୀବନ ହରାଉଛନ୍ତି  । ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ  ।…

ବିଧାନସଭାରେ ମହେଶ୍ଵରଙ୍କ ଶେଷ ଦର୍ଶନ, ଦିଆଗଲା ଗାର୍ଡ ଅଫ ଅନର, ସ୍ଵର୍ଗଦ୍ଵାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ସେଠାରେ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ…

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରି : ତାଲା ଭାଙ୍ଗି ହୁଣ୍ଡି ଟେକି ନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର : ଦିନକୁ ଦିନ ବଢିଚାଲିଛି ଚୋରୀ , ଲୁଟପାଟ୍ ଭଳି ଅପରାଧିକ କାର୍ଯ୍ୟାକଳାପ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ମୁଖ୍ୟ ଦ୍ବାରାର ତାଲା କାଟି  ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ…

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ଵର ମହାନ୍ତିଙ୍କ ପରଲୋକ । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ବିଜେଡି…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ…

ପୁଣି ରାଜଧାନୀରେ ରକ୍ତର ଛିଟା : ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।  ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ…

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମହେଶ୍ୱର ମହାନ୍ତିଙ୍କ…

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି । ଗତକାଲି ରାତି ୩ଟା୨୫ରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛ । ସେ ଗତ  ୩୧ ତାରିଖରୁ ଅସୁସ୍ଥ ଥିଲେ ।ତାଙ୍କୁ ଏଠାରେ  ଚିକିତ୍ସା ପାଇଁ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘନିଆକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଅଭିଯୁକ୍ତ ଘନିଆକୁ ଖୋଜୁଛି ପୋଲିସ। ରାଜଧାନୀ ସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା…