Latest Odisha News

BREAKING NEWS

Browsing Category

ଓଡିଶା

Odisha

ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ, ସମସ୍ୟା ଭୋଗୁଛନ୍ତି ଲୋକେ

ନୂଆପଡା: ଇଏ ହେଉଛି କଳାହାଣ୍ଡି ରୁ ଖଡ଼ିଆଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ । ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାର ଅବସ୍ଥା ଏପରି ଯେ ଡରି ଡରି ଯାତାୟତ କରୁଛନ୍ତି ଲୋକେ । ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିଲାଣି । କିନ୍ତୁ ରାସ୍ତା ମରାମତିର ନାଁ ନେଉନି ପ୍ରଶାସନ । ଜାଣି…

ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ନଦୀରେ ବୁଡିଗଲେ ନାବାଳକ

ଯାଜପୁର : ଯାଜପୁର ସଦର ଥାନା ବୈତରଣୀ ନଦୀ ଶାଖା ବୁଢାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇ ଜଣେ ନାବଳକର ମୃତ୍ୟୁ ଘଟିଛି  । ମୃତକ ସାନସୁଆର ଅଞ୍ଚଳର ଲିପୁନ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିପୁନ୍ ଲକ୍ଷ୍ମୀ ପୂଜା ଦେଖିବାକୁ ତାର ମାଉସୀ ଘରକୁ…

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ  ବନ୍ଧୁକ ଦେଖାଇ ତାଙ୍କଠାରୁ…

ବାଜି ଲଗେଇ ଗୁଲୁଗୁଲା ଖାଇଲେ, ଜୀବନ ହାରିଲେ

ବାରିପଦା:ଖାଇବା ପ୍ରତିଯୋଗିତାରେ ଭାଗ ନେବା ହେଲା କାଳ । ଅଧିକ ଖାଇ ପ୍ରତିଯୋଗିତା ଜିତିବା ଆଶାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଗତ ରବିବାର ଦିନ ମୋରଡା ବ୍ଲକର ଦାନ୍ତିଆମୁହାଁ  ଗାଁରେ ଗୁଲୁଗୁଲା ଖାଇବା ପ୍ରତିଯୋଗିତା ଚାଲିଥିଲା। ଏହି…

ବିଶ୍ୱ କର୍କଟ ସଚେତନତା ଦିବସରେ ବରଗଡରେ ସ୍ଵତନ୍ତ୍ର ରାଲି

ବରଗଡ: ଆଜି ବିଶ୍ୱ କର୍କଟ ସଚେତନତା ଦିବସ । ଏହି ଦିବସ ଉପଲକ୍ଷେ ବରଗଡ ଗଙ୍ଗାଧର ନଗର ସ୍ଥିତ ଏ. ଇ. ଏମ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆନୁକୁଲ୍ୟରେ ଫାଇଟର ଗ୍ରୁପ ବରଗଡ଼ ସହାୟତାରେ କ୍ୟାନ୍ସର ସଚେତନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାକୁ ବରଗଡ଼ର ମାନନୀୟ ବିଧାୟକ ଶ୍ରୀ ଦେବେଶ…

ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲା: ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର; ଦୀର୍ଘ ୬ ବର୍ଷ ପରେ ବ୍ରହ୍ମପୁର ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ । ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ । ଗତ ୨୦୧୭ ମସିହାରେ ବୁଡୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା । ସୂଚନା ଅନୁସାରେ, ଗତ ୨୦୧୭…

ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ ଘେରିଲା କଂଗ୍ରେସ

ବରଗଡ଼: ଅମ୍ବାଭୋନା ଥାନା ଭଙ୍ଗାରୁଜ୍ଜା ଘଟଣା  । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଘଟଣାକୁ ଦୁଇ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ  କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି…

କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ : ୨୪ ଘଣ୍ଟାରେ ୩ ହତ୍ୟାକାଣ୍ଡ

ଭୁବନେଶ୍ୱର:୨୪ ଘଣ୍ଟାରେ ତିନି ତିନୋଟି ହତ୍ୟାକାଣ୍ଡ । ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଛାତିରେ । ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟାଙ୍କୁ ନିର୍ମମ ହତ୍ୟା । ଯେମିତି ରାଜଧାନୀରେ ଅସୁରକ୍ଷିତ ନାରୀ ।  ଗତକାଲି ୩ ବର୍ଷର ଝିଅକୁ ବଳାତ୍କାର ହତ୍ୟା ପରେ ଜଣେ ମହିଳାଙ୍କୁ  ଛୁରି ଭୂଷି…

ଐତିହାସିକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଟନେଲ ଆକ୍ୱାରିୟମ

କଟକ: ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜା। କାରଣ ଐତିହାସିକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଆସୁଛି ୱାଟର ଟନେଲ ଆକ୍ୱାରିୟମ। ୨୦୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ା ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ। ୩୬୦ ଡିଗ୍ରୀ ଦୃଶ୍ୟ ସହିତ ମିଳିବ ବିଦେଶୀ ସାମୁଦ୍ରିକ ଜୀବନର ଅନୁଭୁତି। ଆଉ ଏହା…

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆୟୋଜିତ

ଭୁବନେଶ୍ୱର : ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଅଂଶ ବିଶେଷ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆୟୋଜିତ ହେଇଯାଇଛି। । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି, ଅଭିନେତ୍ରୀ ଅନୁ…