Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଅଲୋଡା ଶିଶୁ କନ୍ୟା, ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ ଉଦ୍ଧାର

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଶିଶୁ…

ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ, ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ । ଏଥିପାଇଁ ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, ଗତ ୪୫ ବର୍ଷ ହେବ ବ୍ରାହ୍ମଣୀ ନଦୀ କାହିଁକି ଶୁଖିଲା ପଡୁଛି ସେ ନେଇ ଖୁବଶିଘ୍ର ରିସର୍ଚ୍ଚ…

ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଜନସଂପର୍କ ଯାତ୍ରା

ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଦାବି । କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ ଭକ୍ତ ଜାଗରଣ ଜନସଂପର୍କ…

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ ଏହି ବିମାନ ଚଳାଚଳ କରିବ । ୫ ଟା ୫୦ରେ…

ଆମର ଶିକ୍ଷକ ନାହାନ୍ତି, ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ… ପରୀକ୍ଷା ଖାତାରେ ଏପରି କିଛି ଲେଖି ପ୍ରତିବାଦ କଲେ…

ଯାଜପୁର: ଆମର ସଂସ୍କୃତ ପଢା ଯାଇନାହିଁ । ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ । ଆମର ଶିକ୍ଷକ ନାହାନ୍ତି । ଦୟାକରି ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ । ପରୀକ୍ଷା ଖାତାରେ ଏପରି ଉତ୍ତର ଲେଖି ଅଭିନବ ଉପାୟରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଖଇରାବାଦ ପଞ୍ଚାୟତ…

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ…

ହାଇଓ୍ବାକୁ ପିଟିଲା ଡମ୍ପର : ଜଣେ ମୃତ, ପୋଲିସର ତଦନ୍ତ ଜାରି

ବାଲେଶ୍ବର: ବସ୍ତା ଥାନା କଟିପୋଲ ନିକଟରେ ଏକ ହାଇୱାକୁ ଧକ୍କା ଦେଇଛି ଡମ୍ପର। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖାପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପରେ ବସ୍ତା ଥାନା ପୋଲିସ ଆସି ଦୁର୍ଘଟଣା ସ୍ଥଳରେ ପହଁଚି ଡମ୍ପର…

ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ: ପୂର୍ବତଟ ରେଳପଥର ସ୍ଵତନ୍ତ୍ର ଅଭିଯାନ

ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନକୁ ନିଷିଦ୍ଧ କରିଛି ପୂର୍ବତଟ ରେଳପଥ…

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ…

ସୀମା ଟପିଲା ବର୍ବରତା : ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ  । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ  ନ୍ୟାୟ ପାଇଁ  ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛି  । ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ଏଭଳି…