Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିବାଦ ପରେ ଫିଲ୍ମ ପ୍ରଥାକୁ ହଲରୁ ପ୍ରତ୍ୟାହାର କରିନେଲେ ପ୍ରଯୋଜିକା

ଭୁବନେଶ୍ୱର: ନିଜ ଜନ୍ମମାଟି ଶିବା ହଲରେ ପ୍ରିମିୟର୍ ଶୋ' ରିଲିଜ ହେବାରେ ବାଧାପ୍ରାପ୍ତ ହେବା ପରେ ଓଲିଉଡର ନବାଗତ ପ୍ରଯୋଜିକା ସାନଲିଶା ପଟେଲ୍ ତାଙ୍କ ଚଳଚ୍ଚିତ୍ର 'ପ୍ରଥା'କୁ ପ୍ରତ୍ୟାହାର କରିନେଇଛନ୍ତି। ଯେଉଁଭଳି ଭାବେ କୋଶଳ ସେନା ଫିଲ୍ମର ପୋଷ୍ଟର ଚରିଦେଲା ଏବଂ ରିଲିଜ କରିଇବାରେ ବଡ…

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କରାଯିବ ଲେଜର ସ୍କାନିଂ। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି…

ନଭେମ୍ବର ୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ (ଶୀତ ଅଧିବେଶନ) ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ।…

ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ

ଭୁବନେଶ୍ୱର: ନଭେମ୍ବର ମାସରେ ବି ରାଜ୍ୟରେ ଉଭାନ ଶୀତ । ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ବଢୁଛି ଦିନ ତାପମାତ୍ରା, ଅନୁଭୂତ ହେଉଛି ଗ୍ରୀଷ୍ମର ତାତି । ତେବେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଗରମ ଲାଗିରହିଛି ବୋଲି କହିଛି ପାଣିପାଗ ବିଭାଗ । ରାତିରେ ଥଣ୍ଡା, ଦିନରେ…

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ। ସୂଚନା ଅନୁସାରେ ଜଣେ ବ୍ୟବସାୟୀ ବା ଅନୁଷ୍ଠାନ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପଞ୍ଜିକରଣ ପାଇଁ ଡିଡି ଜରିଆରେ ୫ ହଜାର ଟଙ୍କା ଦେବେ…

ନାଗପୁରରେ ଟ୍ରେନ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକ ମୃତ

ଢେଙ୍କାନାଳ: ମହାରାଷ୍ଟ୍ର ନାଗପୁରରେ ଓଡ଼ିଆ ଦାଦନ ଶ୍ରମିକ ମୃତ । ଦାଦନ ଖଟିବାକୁ ଯାଇ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡିଆ ଶ୍ରମିକ । ମୃତ ଶ୍ରମିକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ କଣ୍ଢେଇଖୋଲ ଗାଁର ସୁଶାନ୍ତ ନାଏକ । ଖବର ମୁତାବକ, ବାହାର ରାଜ୍ୟକୁ…

ରାଜଧାନୀରେ ଘରେ ପଶି ଚୋରି ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସହରରେ ବଢିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ। ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ଅଧିଆ ସିଧାସଳଖ ଘରେ ପଶି ଲୁଟି ନେଉଛନ୍ତି ଚୋର ଗୋଷ୍ଠୀ। ଘରର ତାଲା ଭଙ୍ଗି ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଥିବା ଅଭିଯୋଗରେ ଚାରି ଜୋଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ।…

ଗ୍ୟାସରେ ରୋଷେଇ କରିବାରୁ ରାଗିଗଲେ ସ୍ୱାମୀ; କଟୁରୀ ଚୋଟରେ ନେଇଗଲେ ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ୱର: କଥା ଥିଲା ସାମାନ୍ୟ । ଚୁଲିରେ ରୋଷେଇ ନ କରି କରିଦେଲେ ଗ୍ୟାସରେ । ଏଥିପାଇଁ ବାଜି ପଡିଲା ଜୀବନ । ସ୍ୱାମୀଙ୍କ ଆକ୍ରୋଶର ଶୀକାର ହେଲେ ମହିଳା । ଚାଲିଗଲା ଜୀବନ । ଘଟଣା ଘଟିଛି ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରେ । ସୂଚନା ଅନୁସାରେ, ଘରେ ସ୍ୱାମୀ ମିଥୁନ ସ୍ୱାଇଁ ଓ…

ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ଆଉ ୪ ସହରକୁ ଉଡିବ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ଆଉ ୪ ସହରକୁ ଉଡିବ ବିମାନ । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରୁଥିବାବେଳେ ଏଥିରେ ଆଜି ଆଉ ୪ଟି ସହର ଯୋଡି ହୋଇଛି । ତେବେ ଉକ୍ତ ସହର ଭିତରେ ରହିଛି ସୁରଟ, ଡେରାଡୁନ, ଚଣ୍ଡିଗଡ ଓ ଜମ୍ମୁ । ଏନେଇ ସୂଚନା…

ଓଡ଼ିଶା ଷ୍ଟେଟ୍‌‌ ବାର୍‌‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ କରାଯାଇଛି। ନିର୍ବାଚନକୁ ସ୍ଥଗିତ ରଖିଲା ବାର୍‌‌ କାଉନସିଲ୍‌‌ ଅଫ୍‌‌ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୫ ତାରିଖରେ ହୋଇଥାନ୍ତା ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହେବାର…