Latest Odisha News

BREAKING NEWS

Browsing Category

ଓଡିଶା

Odisha

ତିନି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଅପରାଧୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ତିନି ଜଣ ଆନ୍ତଃ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାର୍ମସ ବା ଅପରାଧୀଙ୍କୁ ଗିରଫ କରିଛି ଓଡ଼ିଶା ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)। ଏମାନେ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର କମିସନ…

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଛାତ୍ର

ବ୍ରହ୍ମପୁର: ଅନେକ ସମୟରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ପୋଖରୀ, ନଦୀ, ସମୁଦ୍ରରେ ଗୋଧୋଇବାକୁ ଯାଇ ପାଣିରେ ବୁଡି କିଏ ନିଖୋଜ ଓ କିଏ ମୃତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେହିଭଳି ପୁଣି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ। ସୂଚନାମୁତାବକ, ଆଜି ଗୋପାଳପୁର ସମୁଦ୍ରରେ…

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…

ଭଦ୍ରକ ବରପଦାରେ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ବସ୍ ,୧୮ରୁ ଉର୍ଦ୍ଧ୍ବ ଗୁରୁତର

ଭଦ୍ରକ : ଭଦ୍ରକ ବରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  ।  ବସ୍ ଏବଂ ଆମ୍ବୁଲାନ୍ସ ମୁହାଁମୁହି ଧକ୍କା ହୋଇଛି  । ଆମ୍ବୁଲାନ୍ସକୁ ଧକ୍କା ଦେଇ ବସଟି ଓଲଟି ପଡିଛି  ।ଫଳରେ ଏଥିରେ ୧୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ମୂତାବକ କ୍ରିଷ୍ଣା ନାମକ ଏକ ଘରୋଇ ବସ୍…

ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ : ୧୦ଲକ୍ଷ ଟଙ୍କା ଜରିମାନା

ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ  । ୨୦୧୬ ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ  । ସୁନ୍ଦରଗଡ  ସ୍ବତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ସଞ୍ଜୀବ କେର୍କେଟା ବୋଲି ଜଣାପଡିଛି । ୨୦୧୬ ମସିହା ଅକ୍ଟୋବର…

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ…

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି…

ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ

କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ…