Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦…

ବସ ଧର୍ମଘଟ ନେଇ ଚାଲିଥିବା ମାଲିକ ସଂଘ-ସିଏମ୍‌ଓ ବୈଠକ ଶେଷ: ବାହାରି ପାରିଲାନି ଚୂଡାନ୍ତ ନିଷ୍ପତ୍ତି

କଟକ: ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ  ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ହେଲେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି । ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ପାରିନାହିଁ । ବୈଠକ ପରେ ସୂଚନା ଦେଇ ଘରୋଇ ବସ ମାଲିକ…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଭିଜିପାରେ ଦଶହରା !

ଭୁବନେଶ୍ବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ

ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା  । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ…

କୋଟିପତି ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଅନୁଗୁଳ: ପାଲଲହଡା ବିଇଓ ଅଫିସର ଜେଇ ଗିରଫ  । ଜେଇ ପ୍ରସନ୍ନ କୁମାର ପାଣି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।  ଫଳରେ ବିପୁଳ ପରିମାଣର ସମ୍ପତ୍ତି ଠାବ…

କାଲିଠୁ ରାଜ୍ୟବ୍ୟାପୀ ବସ୍ ବନ୍ଦ: ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ଵର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ପୁଣିଥରେ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ । ସଂଘ ପକ୍ଷରୁ କୁହାଯାଇଛି…

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ: ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବସିବ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ  । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ  । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ସଂଘ  ଆନ୍ଦୋଳନକୁ…

ସ୍ପଷ୍ଟ କଲେ ମନ୍ମଥ ରାଉତରାୟ: ଜଟଣୀରୁ ଛିଡା ହେବା ନିଶ୍ଚିତ କିନ୍ତୁ କଂଗ୍ରେସରୁ ନୁହେଁ

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ  ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ  ।  ଜଟଣୀରୁ ଲଢ଼ିବେ ବୋଲି ନିଜେ  ସ୍ପଷ୍ଟ କରିଛନ୍ତି ମନ୍ମଥ  । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ସେ ୨୦୨୪ ନିର୍ବାଚନ ଲଢିବେ, ଜଟଣୀରୁ ଛିଡା ହେବେ କିନ୍ତୁ …

ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ ଘଟଣା : ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପିପିଲି: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣା  । ଫେରାର ଥିବା ୩ ଅଭିଯୁକ୍ତ ଗିରଫ  । ନିମାପଡା ଅରିଷଣ୍ଢ ଡଗରାସାହି ଗହିରରୁ ୩ ଅଭିଯୁକ୍ତ ଧରାପଡିଛନ୍ତି । ଗାଡି ଛାଡି ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ଏମାନଙ୍କୁ ଧରିଛି । ଟୋଲ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ…