Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସ ଧର୍ମଘଟ ଡାକରାରେ ଫାଟ, ବାଲେଶ୍ୱରରେ ବସ୍‌ ଚଳାଇବାକୁ ନିଷ୍ପତ୍ତି

ବାଲେଶ୍ବର: ଗୋଟିଏ ପଟେ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଧର୍ମଘଟ ଡାକରା ଦେଇଛି, ଅନ୍ୟପଟେ ଏହି ଧର୍ମଘଟ ଡାକରାରେ ଫାଟ ଦେଖିବାକୁ ମିଳିଛି। ବାଲେଶ୍ବର ବସ ସଂଘ କହିଛି, ରାତି ଅଧିଆ ବସ ଧର୍ମଘଟ କରିବା ଠିକ୍ ନୁହଁ। ସେମାନେ କଟକ, ଭୁବନେଶ୍ୱରକୁ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି…

ବସ ଧର୍ମଘଟକୁ ଏକପାଖିଆ ନିଷ୍ପତ୍ତି କହିଲେ ମନ୍ତ୍ରୀ, ଲିଖିତ ଚିଠି ମାଗିଲା ସଂଘ

ଭୁବନେଶ୍ୱର: ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ ଏକପାଖିଆ କହିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଧର୍ମଘଟ କରିବା ଅପେକ୍ଷା ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି। ତେବେ ବନ୍ଦ ପାଳନ ବେଳେ ସରକାରୀ ବସ୍ ଯେଭଲି ଚାଲିବା କଥା ଚାଲିବ ଏବଂ ଲକ୍ଷ୍ମୀ…

ପୁରୀରୁ ହାତୀ ଦାନ୍ତ ଜବତ, ୩ ଗିରଫ

ପୁରୀ:  ବିପଦରେ ହାତୀଙ୍କ ଜୀବନ । ରାଜ୍ୟରେ ଅନେକ ସମୟରେ କେଉଁଠି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଥିବାବେଳେ, କେଉଁଠି କୂଅରେ ପଡି ପ୍ରାଣ ଯାଉଛି ତ ଆଉ କେଉଁଠି ଶିକାରୀମାନଙ୍କ ହାବୁଡରେ । ନିକଟରେ ବାରିପଦାର ଶିମିଳିପାଳ ଓ ରାୟଗଡାରୁ ହାତୀକୁ ମାରି ତାର ଦାନ୍ତ ବିକ୍ରି କରୁଥିବାବେଳେ,…

ଧରାପଡିଲେ ଏଟିଏମ ଲୁଟେରା ଗ୍ୟାଙ୍ଗ, ଜାମର ଲଗାଇ ଚୋରି କରୁଥିଲେ ଟଙ୍କା

ବରଗଡ଼: ଜିଲ୍ଲା ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା। ତିନି ଆନ୍ତଃରାଜ୍ୟ ଏଟିଏମ ଠକଙ୍କୁ ଗିରଫ କରିବାରେ ସଫଳ ହେଲା ବରଗଡ଼ ପୋଲିସ। ସେମାନଙ୍କଠାରୁ ଏକ କାର ସହିତ ମାରଣାସ୍ତ୍ର ଓ ଅନେକ ସାମଗ୍ରୀକୁ ପୋଲିସ ଜବତ କରିଛି। ବହୁ ଚାଲାକିର ସହିତ ଏଟିଏମ ସମ୍ମୁଖରେ ଛିଡା ହୋଇ ଟେକ୍ନୋଲୋଜିର ବ୍ୟବହାର…

ମହିଳା ଡାକ୍ତରଙ୍କଠାରୁ ସୁନା ଚେନ ଲୁଟ ମାମଲା: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ ଦଣ୍ଡାଦେଶ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସୁନା ଲୁଟ କରି ଆସୁଥିବା ୨ ଅଭିଯୁକ୍ତଙ୍କୁ କୋର୍ଟଙ୍କ ଜେଲ ଦଣ୍ଡାଦେଶ। ଆଜି ଭୁବନେଶ୍ୱରସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡାଙ୍କ ଦ୍ୱାରା ଆସାମୀ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ସୁନା ଚେନ ଲୁଟ ମାମଲାରେ ଦଣ୍ଡାଦେଷ ଦେଇଛନ୍ତି। ଗତ ୫…

ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇଲା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି: ବିଜେପି

ଭୁବନେଶ୍ୱର: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଯାଇ ଓଡିଶା ସରକାରଙ୍କର…

ଛାତ୍ର ବୃତ୍ତି ପ୍ରଦାନରେ ରାଜ୍ୟ ସରକାରଙ୍କ ବିଳମ୍ବ ପ୍ରକ୍ରିୟା ଚିନ୍ତାଜନକ: ଜୁଏଲ ଓରାମ

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ । ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ. ବିଭୂ ପ୍ରସାଦ ତରାଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ…

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ, ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ। ସଂଧ୍ୟାରେ ପ୍ରେସମିଟ୍ କରି ଘରୋଇ ବସ ମାଲିକ ସଂଘ କହିଛି ଯେ, ଆସନ୍ତାକାଲିଠୁ ବସ ଧର୍ମଘଟ ହେବ। ସଂଧ୍ୟାରେ ଘରୋଇ ବସ ମାଲିକ ସଂଘର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦ…

ଭୁବନେଶ୍ୱର ଉତ୍ତରରେ ଏଥର ବାପୁ, ବୁଲୁ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ନିକଟତର ହେଉଥିବା ବେଳେ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ତେଣୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକେଟ ପ୍ରସଙ୍ଗ। ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି…

ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍‌ସରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ହୋଇଛି । ଏହି ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ…